Home Coronavirus Outbreak ଆଜି ୩୦ ଜିଲ୍ଲାରୁ ୩୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୧୯୧୧୯ କୁ...

ଆଜି ୩୦ ଜିଲ୍ଲାରୁ ୩୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୧୯୧୧୯ କୁ ବୃଦ୍ଧି

126

ଭୁବନେଶ୍ୱର ୩୦-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୩୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। – ମୋଟ ଆକ୍ରାନ୍ତ ୨୧୯୧୧୯ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ: ୩୪୪୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୦୧୭
– ସ୍ଥାନୀୟ ଅଞ୍ଚଳରୁ୧୪୨୬
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୦୦
୨- ବାଲେଶ୍ୱର ଜିଲ୍ଲାରୁ – ୧୫୨
୩- ବରଗଡ଼ ଜିଲ୍ଲାରୁ – ୧୧୧
୪- ଭଦ୍ରକ ଜିଲ୍ଲାରୁ – ୯୫
୫- ବଲାଙ୍ଗୀର ଜିଲ୍ଲାରୁ – ୧୧୪
୬- ବୌଦ୍ଦ ଜିଲ୍ଲାରୁ – ୧୦
୭- କଟକ ଜିଲ୍ଲାରୁ – ୩୫୯
୮- ଦେବଗଡ଼ ଜିଲ୍ଲାରୁ – ୧୩
୯- ଢେଙ୍କାନାଳ ଜିଲ୍ଲାରୁ – ୪୭
୧୦- ଗଜପତି ଜିଲ୍ଲାରୁ – ୧୮
୧୧- ଗଞ୍ଜାମ ଜିଲ୍ଲାରୁ – ୫୪
୧୨- ଜଗତସିଂହପୁର ଜିଲ୍ଲାରୁ – ୭୮
୧୩- ଯାଜପୁର ଜିଲ୍ଲାରୁ – ୧୩୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୭୭
୧୫- କଳାହାଣ୍ଡି ଜିଲ୍ଲାରୁ – ୭୬
୧୬- କନ୍ଧମାଳ ଜିଲ୍ଲାରୁ – ୧୦୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୧
୧୮- କେନ୍ଦୁଝର ଜିଲ୍ଲାରୁ – ୯୭
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୬୦୧
୨୦- କୋରାପୁଟ ଜିଲ୍ଲାରୁ – ୫୨
୨୧- ମାଲକାନଗିରି : ୨୯
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୧
୨୩- ନବରଙ୍ଗପୁର ଜିଲ୍ଲାରେ: ୮୯
୨୪- ନୟାଗଡ଼ ଜିଲ୍ଲାରୁ – ୮୮
୨୫- ନୂଆପଡ଼ା ଜିଲ୍ଲାରୁ – ୮୭
୨୬- ପୁରୀ ଜିଲ୍ଲାରୁ – ୧୩୨
୨୭- ରାୟଗଡ଼ା ଜିଲ୍ଲାରୁ – ୨୯
୨୮- ସମ୍ବଲପୁର ଜିଲ୍ଲାରୁ – ୧୩୧
୨୯- ସୋନପୁର ଜିଲ୍ଲାରୁ – ୯୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୧
୩୧- State Pool: ୧୫୪
ଗତକାଲି ସୁସ୍ଥ ହୋଇଥିଲେ : ୩୮୯୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୫୦୯୯୯
– ମୋଟ ଆକ୍ରାନ୍ତ ୨୧୯୧୧୯
– ମୋଟ ସୁସ୍ଛ ହୋଲେଣି ୧୮୧୪୮୧
ସକ୍ରୀୟ ଆକ୍ରାନ୍ତ : ୩୬୭୪୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.