Home Coronavirus Outbreak ଆଜି କରୋନା ନେଲା ୧୪ ମୁଣ୍ଡ – ମୋଟ ମୃତ୍ୟୁ ୮୪୨ କୁ ବୃଦ୍ଧି

ଆଜି କରୋନା ନେଲା ୧୪ ମୁଣ୍ଡ – ମୋଟ ମୃତ୍ୟୁ ୮୪୨ କୁ ବୃଦ୍ଧି

74

ଭୁବନେଶ୍ୱର ୩୦-୯ (ଓଡ଼ିଆ ପୁଅ) ଆଜି କରୋନା ନେଲା ୧୪ ମୁଣ୍ଡ – ମୋଟ ମୃତ୍ୟୁ ୮୪୨ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ


ବାଲେଶ୍ୱର ଜିଲ୍ଲାରୁ ମୋଟ ୨୮ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]

ଭଦ୍ରକ ଜିଲ୍ଲାରୁ ମୋଟ ୧୩ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]

କଟକ ଜିଲ୍ଲାରୁ ମୋଟ ୭୦ ମୃତ୍ୟୁ ହୋଇଥିବା ବେଳେ  [ଆଜି ଜଣେ]

ଗଞ୍ଜାମ ଜିଲ୍ଲାରୁ ମୋଟ ୨୨୦ମୃତ୍ୟୁ ହୋଇଥିବା ବେଳେ  [ଆଜି ଜଣେ]

କଳାହାଣ୍ଡି ଜିଲ୍ଲାରୁ ମୋଟ ୯ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]

କନ୍ଧମାଳ ଜିଲ୍ଲାରୁ ମୋଟ ୨୩ ମୃତ୍ୟୁ ହୋଇଥିବା ବେଳେ  [ଆଜି ଜଣେ]

ଖୋର୍ଦ୍ଦା ଜିଲ୍ଲାରୁ ମୋଟ ୧୩୪ ମୃତ୍ୟୁ ହୋଇଥିବା ବେଳେ [ଆଜି ୩ ଜଣ]

ନୟାଗଡ଼ ଜିଲ୍ଲାରୁ ମୋଟ ୨୩ ମୃତ୍ୟୁ ହୋଇଥିବା ବେଳେ  [ଆଜି ୩ ଜଣ]

ପୁରୀ ଜିଲ୍ଲାରୁ ମୋଟ ୫୬ ମୃତ୍ୟୁ ହୋଇଥିବା ବେଳେ  [ଆଜି ୨ ଜଣ]

ମୃତକଙ୍କ ବିଷୟରେ
୧- ବାଲେଶ୍ୱର ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୨- ଭଦ୍ରକ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୩- ଭୁବନେଶ୍ୱରର ୬୦ ବର୍ଷ ବୟସ୍କ ପୁରୁଷ।

୪- ଭୁବନେଶ୍ୱରର ୫୬ ବର୍ଷ ବୟସ୍କା ମହିଳା।

୫- କଟକ ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୬- ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ।

୭- କଳାହାଣ୍ଡି ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୮- କନ୍ଧମାଳ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ।

୯- ଖୋର୍ଧା ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦- ନୟାଗଡ଼ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୧- ନୟାଗଡ଼ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୧୨- ନୟାଗଡ଼ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୩- ପୁରୀ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୪- ପୁରୀ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.