Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୮୨ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୯୪୬୬୮...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୮୨ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୯୪୬୬୮ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

173

ଭୁବନେଶ୍ୱର ୨୮-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୯୪୬୬୮ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୭୫

– ନୂଆ କରୋନା ଆକ୍ରାନ୍ତ : ୩୬୮୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୨୪୧
– ସ୍ଥାନୀୟ ଅଞ୍ଚଳରୁ୧୪୪୧

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୫୬
୨- ବାଲେଶ୍ୱର ଜିଲ୍ଲାରୁ – ୮୭
୩- ବରଗଡ଼ ଜିଲ୍ଲାରୁ – ୧୫୨
୪- ଭଦ୍ରକ ଜିଲ୍ଲାରୁ – ୫୧
୫- ବଲାଙ୍ଗୀର ଜିଲ୍ଲାରୁ – ୬୮
୬- ବୌଦ୍ଦ ଜିଲ୍ଲାରୁ – ୧୪
୭- କଟକ ଜିଲ୍ଲାରୁ – ୩୬୯
୮- ଦେବଗଡ଼ ଜିଲ୍ଲାରୁ – ୧୨
୯- ଢେଙ୍କାନାଳ ଜିଲ୍ଲାରୁ – ୬୧
୧୦- ଗଜପତି ଜିଲ୍ଲାରୁ – ୪୮
୧୧- ଗଞ୍ଜାମ ଜିଲ୍ଲାରୁ – ୧୭୪
୧୨- ଜଗତସିଂହପୁର ଜିଲ୍ଲାରୁ – ୪୪
୧୩- ଯାଜପୁର ଜିଲ୍ଲାରୁ – ୮୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୩
୧୫- କଳାହାଣ୍ଡି ଜିଲ୍ଲାରୁ – ୪୧
୧୬- କନ୍ଧମାଳ ଜିଲ୍ଲାରୁ – ୩୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୪
୧୮- କେନ୍ଦୁଝର ଜିଲ୍ଲାରୁ – ୫୯
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୭୫
୨୦- କୋରାପୁଟ ଜିଲ୍ଲାରୁ – ୧୪୦
୨୧- ମାଲକାନଗିରି : ୮୬
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୭୨
୨୩- ନବରଙ୍ଗପୁର ଜିଲ୍ଲାରେ: ୩୮
୨୪- ନୟାଗଡ଼ ଜିଲ୍ଲାରୁ – ୧୦୯
୨୫- ନୂଆପଡ଼ା ଜିଲ୍ଲାରୁ – ୨୩
୨୬- ପୁରୀ ଜିଲ୍ଲାରୁ – ୧୧୫
୨୭- ରାୟଗଡ଼ା ଜିଲ୍ଲାରୁ – ୪୯୫
୨୮- ସମ୍ବଲପୁର ଜିଲ୍ଲାରୁ – ୧୨୮
୨୯- ସୋନପୁର ଜିଲ୍ଲାରୁ – ୨୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୨୭

– ନୂଆ ସୁସ୍ଥ ହୋଇଥିଲେ୨୫୧୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୬୧୨୦୯୭
– ମୋଟ ଆକ୍ରାନ୍ତ ୯୪୬୬୮
– ମୋଟ ସୁସ୍ଛ ହୋଲେଣି ୬୫୩୨୩
– ସକ୍ରୀୟ ଆକ୍ରାନ୍ତ – ୨୮୮୩୬

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.