Home Coronavirus Outbreak ଦେଶରେ ଭାଙ୍ଗିଲା ସମସ୍ତ ରେକର୍ଡ଼ -୭୭, ୨୬୬ ନୂଆ କରୋନା ଆକ୍ରାନ୍ତ, ୧, ୦୫୭ ମୃତ୍ୟୁ,...

ଦେଶରେ ଭାଙ୍ଗିଲା ସମସ୍ତ ରେକର୍ଡ଼ -୭୭, ୨୬୬ ନୂଆ କରୋନା ଆକ୍ରାନ୍ତ, ୧, ୦୫୭ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୧, ୫୨୯ କୁ ବୃଦ୍ଧି

90

ନୂଆ ଦିଲ୍ଲୀ ୨୮-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୭, ୨୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୫୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩, ୮୭, ୫୦୧ କୁ ବୃଦ୍ଧି ପାଇଛି ଓ ୭, ୪୨, ୦୨୩ ଜଣ ସକ୍ରୀୟ ଥିବାବେଳେ ଏବଂ ୨୫, ୮୩, ୯୪୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୧, ୫୨୯ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.