ad
Coronavirus Outbreak

ଆଜି ୪୩୫୬ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ୨୦୫୪୫୨ କୁ ବୃଦ୍ଧି

ଭୁବନେଶ୍ୱର ୨୬-୯ (ଓଡ଼ିଆ ପୁଅ) ଆଜି ୪୩୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୨୦୫୪୫୨ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ: ୪୩୫୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୫୨୯
– ସ୍ଥାନୀୟ ଅଞ୍ଚଳରୁ୧୮୨୭
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୯୭
୨- ବାଲେଶ୍ୱର ଜିଲ୍ଲାରୁ – ୧୯୪
୩- ବରଗଡ଼ ଜିଲ୍ଲାରୁ – ୧୦୬
୪- ଭଦ୍ରକ ଜିଲ୍ଲାରୁ – ୧୨୪
୫- ବଲାଙ୍ଗୀର ଜିଲ୍ଲାରୁ – ୭୬
୬- ବୌଦ୍ଦ ଜିଲ୍ଲାରୁ – ୪୯
୭- କଟକ ଜିଲ୍ଲାରୁ – ୪୦୯
୮- ଦେବଗଡ଼ ଜିଲ୍ଲାରୁ – ୧୪
୯- ଢେଙ୍କାନାଳ ଜିଲ୍ଲାରୁ – ୮୪
୧୦- ଗଜପତି ଜିଲ୍ଲାରୁ – ୨୦
୧୧- ଗଞ୍ଜାମ ଜିଲ୍ଲାରୁ – ୬୨
୧୨- ଜଗତସିଂହପୁର ଜିଲ୍ଲାରୁ – ୧୭୧
୧୩- ଯାଜପୁର ଜିଲ୍ଲାରୁ – ୧୩୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୨୦
୧୫- କଳାହାଣ୍ଡି ଜିଲ୍ଲାରୁ – ୭୧
୧୬- କନ୍ଧମାଳ ଜିଲ୍ଲାରୁ – ୯୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧୯
୧୮- କେନ୍ଦୁଝର ଜିଲ୍ଲାରୁ – ୫୫
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୯୦୨
୨୦- କୋରାପୁଟ ଜିଲ୍ଲାରୁ – ୮୨
୨୧- ମାଲକାନଗିରି : ୨୮
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୫୩
୨୩- ନବରଙ୍ଗପୁର ଜିଲ୍ଲାରୁ : ୫୮
୨୪- ନୟାଗଡ଼ ଜିଲ୍ଲାରୁ – ୫୧
୨୫- ନୂଆପଡ଼ା ଜିଲ୍ଲାରୁ – ୧୭୩
୨୬- ପୁରୀ ଜିଲ୍ଲାରୁ – ୧୬୮
୨୭- ରାୟଗଡ଼ା ଜିଲ୍ଲାରୁ – ୧୨୧
୨୮- ସମ୍ବଲପୁର ଜିଲ୍ଲାରୁ – ୮୧
୨୯- ସୋନପୁର ଜିଲ୍ଲାରୁ – ୧୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୧
୩୧- State Pool: ୩୨୬
ଗତକାଲି ସୁସ୍ଥ ହୋଇଥିଲେ : ୪୩୮୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୦୬୨୭୧୭
– ମୋଟ ଆକ୍ରାନ୍ତ ୨୦୫୪୫୨
– ମୋଟ ସୁସ୍ଛ ହୋଲେଣି ୧୬୫୪୩୨
ସକ୍ରୀୟ ଆକ୍ରାନ୍ତ : ୩୯୧୮୪

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top