Home Coronavirus Outbreak କରୋନା ନେଲା ୧୬ ମୁଣ୍ଡ, ମୋଟ ମୃତ୍ୟୁ ୭୮୩ କୁ ବୃଦ୍ଧି

କରୋନା ନେଲା ୧୬ ମୁଣ୍ଡ, ମୋଟ ମୃତ୍ୟୁ ୭୮୩ କୁ ବୃଦ୍ଧି

80

ଭୁବନେଶ୍ୱର ୨୬-୯ (ଓଡ଼ିଆ ପୁଅ) କରୋନା ନେଲା ୧୬ ମୁଣ୍ଡ। ମୋଟ ମୃତ୍ୟୁ ସଂଖ୍ୟା ୭୮୩ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
ବାଲେଶ୍ୱର ଜିଲ୍ଲାରୁ ଜଣେ,
ବଲାଙ୍ଗୀର ଜିଲ୍ଲାରୁ ଜଣେ,
କଟକ ଜିଲ୍ଲାରୁ ଜଣେ,
ଜଗତସିଂହପୁର ଜିଲ୍ଲାରୁ ଜଣେ,
ଯାଜପୁର ଜିଲ୍ଲାରୁ ଜଣେ,
ଖୋର୍ଦ୍ଦା ଜିଲ୍ଲାରୁ ୪ ଜଣ,
କୋରାପୁଟ ଜିଲ୍ଲାରୁ ୩ ଜଣ,
ମୟୁରଭଞ୍ଜ ଜିଲ୍ଲାରୁ ଜଣେ,
ପୁରୀ ଜିଲ୍ଲାରୁ ୩ ଜଣ,

ମୃତକଙ୍କ ବିଷୟରେ 

୧- ବାଲେଶ୍ୱର ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୨- ବଲାଙ୍ଗୀର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୩- ଭୁବନେଶ୍ୱରର ଜଣେ ୫୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪- ଭୁବନେଶ୍ୱରର ୩୭ ବର୍ଷ ବୟସ୍କ ପୁରୁଷ।

୫- ଭୁବନେଶ୍ୱରର ୫୦ ବର୍ଷ ବୟସ୍କ ପୁରୁଷ।

୬- ଭୁବନେଶ୍ୱରର ଜଣେ ୫୯ ବର୍ଷ ବୟସ୍କା ମହିଳା ଯିଏକି ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡିତ ଥିଲେ।

୭- କଟକ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୮- ଜଗତସିଂହପୁର ଜିଲ୍ଲାର ୬୪ ବର୍ଷ ବୟସ୍କ ପୁରୁଷ।

୯- ଯାଜପୁର ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ।

୧୦- କୋରାପୁଟ ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ।

୧୧- କୋରାପୁଟ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ।

୧୨- କୋରାପୁଟ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।

୧୩- ମୟୁରଭଞ୍ଜ ଜିଲ୍ଲାର ୫୩ ବର୍ଷ ବୟସ୍କ ପୁରୁଷ।

୧୪- ପୁରୀ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ମହିଳା।

୧୫- ପୁରୀ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।

୧୬- ପୁରୀ ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.