Home ଅନୁଗୁଳ ରାଜ୍ୟରୁ ୩୦ ଜିଲ୍ଲାରୁ ୪୧୮୯ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୩୧୧ କୁ...

ରାଜ୍ୟରୁ ୩୦ ଜିଲ୍ଲାରୁ ୪୧୮୯ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୩୧୧ କୁ ବୃଦ୍ଧି

140

ଭୁବନେଶ୍ୱର ୨୨-୯ (ଓଡ଼ିଆ ପୁଅ)  ଆଜି ରାଜ୍ୟରୁ ୩୦ ଜିଲ୍ଲାରୁ ୪୧୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୩୧୧ କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ସର୍ବାଧିକ – ୭୧୨

ନୂଆ ଆକ୍ରାନ୍ତ:  ୪୧୮୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪୫୩
– ସ୍ଥାନୀୟ ଅଞ୍ଚଳରୁ୧୭୩୬
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୦୭
୨- ବାଲେଶ୍ୱର ଜିଲ୍ଲାରୁ – ୧୫୦
୩- ବରଗଡ଼ ଜିଲ୍ଲାରୁ – ୧୨୮
୪- ଭଦ୍ରକ ଜିଲ୍ଲାରୁ – ୩୪
୫- ବଲାଙ୍ଗୀର ଜିଲ୍ଲାରୁ – ୧୧୪
୬- ବୌଦ୍ଦ ଜିଲ୍ଲାରୁ – ୭୭
୭- କଟକ ଜିଲ୍ଲାରୁ – ୫୮୬
୮- ଦେବଗଡ଼ ଜିଲ୍ଲାରୁ – ୧୨
୯- ଢେଙ୍କାନାଳ ଜିଲ୍ଲାରୁ – ୫୪
୧୦- ଗଜପତି ଜିଲ୍ଲାରୁ – ୨
୧୧- ଗଞ୍ଜାମ ଜିଲ୍ଲାରୁ – ୩୫
୧୨- ଜଗତସିଂହପୁର ଜିଲ୍ଲାରୁ – ୧୦୪
୧୩- ଯାଜପୁର ଜିଲ୍ଲାରୁ – ୧୮୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୮୪
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦୫
୧୬- କନ୍ଧମାଳ ଜିଲ୍ଲାରୁ – ୭୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୨୬
୧୮- କେନ୍ଦୁଝର ଜିଲ୍ଲାରୁ – ୩୩
୧୯- ଖୋର୍ଦ୍ଧାରୁ ସର୍ବାଧିକ – ୭୧୨
୨୦- କୋରାପୁଟ ଜିଲ୍ଲାରୁ – ୬୩
୨୧- ମାଲକାନଗିରି : ୭୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୭୪
୨୩- ନବରଙ୍ଗପୁର ଜିଲ୍ଲାରେ: ୭୫
୨୪- ନୟାଗଡ଼ ଜିଲ୍ଲାରୁ – ୮୨
୨୫- ନୂଆପଡ଼ା ଜିଲ୍ଲାରୁ – ୫୮
୨୬- ପୁରୀ ଜିଲ୍ଲାରୁ – ୨୬୫
୨୭- ରାୟଗଡ଼ା ଜିଲ୍ଲାରୁ – ୨୯
୨୮- ସମ୍ବଲପୁର ଜିଲ୍ଲାରୁ – ୧୧୩
୨୯- ସୋନପୁର ଜିଲ୍ଲାରୁ – ୯୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୨୦୧
୩୧- State Pool: ୨୪୩
ଗତକାଲି ସୁସ୍ଥ ହୋଇଥିଲେ -: ୩୭୦୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୮୬୦୪୧୦
– ମୋଟ ଆକ୍ରାନ୍ତ ୧୮୮୩୧୧
– ମୋଟ ସୁସ୍ଛ ହୋଲେଣି ୧୪୯୩୭୯
ସକ୍ରୀୟ ଆକ୍ରାନ୍ତ -: ୩୮୧୫୮

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.