Home ଓଡ଼ିଶା ୫୫ ଲକ୍ଷ ପାର – ଦେଶରେ ୭୫, ୦୮୩ ନୂଆ କରୋନା ଆକ୍ରାନ୍ତ, ୧, ୦୫୩...

୫୫ ଲକ୍ଷ ପାର – ଦେଶରେ ୭୫, ୦୮୩ ନୂଆ କରୋନା ଆକ୍ରାନ୍ତ, ୧, ୦୫୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୮୮, ୯୩୫ କୁ ବୃଦ୍ଧି

104

ନୂଆ ଦିଲ୍ଲୀ ୨୨-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୫, ୦୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୫୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫, ୬୨, ୬୬୪ କୁ ବୃଦ୍ଧି ପାଇଛି ଓ ୯, ୭୫, ୮୬୧ ସକ୍ରୀୟ ଥିବାବେଳେ ଏବଂ ୪୪, ୯୭, ୮୬୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୮୮, ୯୩୫ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.