Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୩୪୭୯...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୩୪୭୯ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

291

ଭୁବନେଶ୍ୱର ୧-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୩୪୭୯ କୁ ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୦୮

– ନୂଆ ଆକ୍ରାନ୍ତ: ୧୬୦୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୯୩
– ସ୍ଥାନୀୟ ଅଞ୍ଚଳରୁ୬୦୯

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୫
୨- ବାଲେଶ୍ୱର ଜିଲ୍ଲାରୁ – ୨୯
୩- ବରଗଡ଼ ଜିଲ୍ଲାରୁ – ୧୩
୪- ଭଦ୍ରକ ଜିଲ୍ଲାରୁ – ୨୦
୫- ବଲାଙ୍ଗୀର ଜିଲ୍ଲାରୁ – ୩୮
୬- ବୌଦ୍ଦ ଜିଲ୍ଲାରୁ – ୯
୭- କଟକ ଜିଲ୍ଲାରୁ – ୫୪
୮- ଢେଙ୍କାନାଳ ଜିଲ୍ଲାରୁ – ୪୯
୯- ଗଜପତି ଜିଲ୍ଲାରୁ – ୧୦୮
୧୦- ଗଞ୍ଜାମ ଜିଲ୍ଲାରୁ – ୩୦୮
୧୧- ଜଗତସିଂହପୁର ଜିଲ୍ଲାରୁ – ୧୯
୧୨- ଯାଜପୁର ଜିଲ୍ଲାରୁ – ୪୪
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୭
୧୪- କଳାହାଣ୍ଡି ଜିଲ୍ଲାରୁ – ୩୦
୧୫- କନ୍ଧମାଳ ଜିଲ୍ଲାରୁ – ୪୫
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୫
୧୭- କେନ୍ଦୁଝର ଜିଲ୍ଲାରୁ – ୩୧
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୮୫
୧୯- କୋରାପୁଟ ଜିଲ୍ଲାରୁ – ୪୬
୨୦- ମାଲକାନଗିରି : ୩୦
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୩୯
୨୨- ନବରଙ୍ଗପୁର ଜିଲ୍ଲାରେ: ୯
୨୩- ନୟାଗଡ଼ ଜିଲ୍ଲାରୁ – ୩୩
୨୪- ନୂଆପଡ଼ା ଜିଲ୍ଲାରୁ – ୫
୨୫- ପୁରୀ ଜିଲ୍ଲାରୁ – ୫୦
୨୬- ରାୟଗଡ଼ା ଜିଲ୍ଲାରୁ – ୧୬୪
୨୭- ସମ୍ବଲପୁର ଜିଲ୍ଲାରୁ – ୩୯
୨୮- ସୋନପୁର ଜିଲ୍ଲାରୁ – ୬
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୬୨

– ନୂଆ ସୁସ୍ଥ ହୋଇଥିଲେ ୭୭୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୫୨୮୭୦୮
– ମୋଟ ଆକ୍ରାନ୍ତ ୩୩୪୭୯
– ମୋଟ ସୁସ୍ଥ ହେଲେଣି ୨୦୫୧୭
– ସକ୍ରୀୟ ଆକ୍ରାନ୍ତ – ୧୨୭୩୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.