Home Coronavirus Outbreak ଦେଶରେ ରେକର୍ଡ଼ – ୫୭, ୧୧୭ ନୂଆ କରୋନା ଆକ୍ରାନ୍ତ, ୭୬୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା...

ଦେଶରେ ରେକର୍ଡ଼ – ୫୭, ୧୧୭ ନୂଆ କରୋନା ଆକ୍ରାନ୍ତ, ୭୬୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୬, ୫୧୧କୁ ବୃଦ୍ଧି

80

ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୫୭, ୧୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୭୬୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬, ୯୫, ୯୮୮ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ୫, ୬୫, ୧୦୩ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୦, ୯୪, ୩୭୪ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୬, ୫୧୧ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.