Home Coronavirus Outbreak ରାଜ୍ୟରେ ଆଜି କରୋନା କାରଣରୁ ୬୯ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୭, ୮୩୪

ରାଜ୍ୟରେ ଆଜି କରୋନା କାରଣରୁ ୬୯ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୭, ୮୩୪

45

ଭୁବନେଶ୍ୱର ୨୯-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୯ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୭, ୮୩୪ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ଅନୁଗୁଳ ୧୦ ଜଣ,

ବାଲେଶ୍ୱର ୪ ଜଣ,

ଭଦ୍ରକ ୩ ଜଣ,

କଟକ ୧୯ ଜଣ,

ଢେଙ୍କାନାଳ ୪ ଜଣ,

ଜଗତସିଂହପୁର ୯ ଜଣ,

ଯାଜପୁର ୩ ଜଣ,

କେନ୍ଦ୍ରାପଡା ୪ ଜଣ,

କେନ୍ଦୁଝର ୧ ଜଣ,

ମୟୁରଭଞ୍ଜ ୫ ଜଣ,

ନୟାଗଡ଼ ୫ ଜଣ,

ପୁରୀ ୨ ଜଣ,

ମୋଟ ୬୯ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ ଘଂଟାରେ ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୮୪୯
୦-୧୮ ବର୍ଷର: ୧୧୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୯୧
– ସ୍ଥାନୀୟ ଅଞ୍ଚଳରୁ୩୫୮
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୨୨
୨- ବାଲେଶ୍ୱର ଜିଲ୍ଲାରୁ – ୩୧
୩- ବରଗଡ଼ ଜିଲ୍ଲାରୁ – ୩
୪- ଭଦ୍ରକ ଜିଲ୍ଲାରୁ – ୧୦
୫- ବଲାଙ୍ଗୀର ଜିଲ୍ଲାରୁ – ୧
୬- ବୌଦ୍ଦ ଜିଲ୍ଲାରୁ – ୫
୭- କଟକ ଜିଲ୍ଲାରୁ – ୯୮
୮- ଦେବଗଡ଼ ଜିଲ୍ଲାରୁ – ୧୧
୯- ଢେଙ୍କାନାଳ ଜିଲ୍ଲାରୁ – ୨୧
୧୦- ଗଞ୍ଜାମ ଜିଲ୍ଲାରୁ – ୪
୧୧- ଜଗତସିଂହପୁର ଜିଲ୍ଲାରୁ – ୨୧
୧୨- ଯାଜପୁର ଜିଲ୍ଲାରୁ – ୩୨
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୪- କଳାହାଣ୍ଡି ଜିଲ୍ଲାରୁ – ୩
୧୫- କନ୍ଧମାଳ ଜିଲ୍ଲାରୁ – ୨
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୭
୧୭- କେନ୍ଦୁଝର ଜିଲ୍ଲାରୁ – ୧୬
୧୮- ଖୋର୍ଦ୍ଧାରୁ : ୩୬୧
୧୯- କୋରାପୁଟ ଜିଲ୍ଲାରୁ – ୪
୨୦- ମାଲକାନଗିରି : ୧
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୦
୨୨- ନୟାଗଡ଼ ଜିଲ୍ଲାରୁ – ୧୪
୨୩- ନୂଆପଡ଼ା ଜିଲ୍ଲାରୁ – ୨
୨୪- ପୁରୀ ଜିଲ୍ଲାରୁ – ୨୮
୨୫- ରାୟଗଡ଼ା ଜିଲ୍ଲାରୁ – ୨
୨୬- ସମ୍ବଲପୁର ଜିଲ୍ଲାରୁ – ୧୫
୨୭- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬
୨୮- State Pool: ୭୮
– ନୂଆ ସୁସ୍ଥ ହୋଇଥିଲେ୯୫୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୭୯୪୭୩୬୧
– ମୋଟ ଆକ୍ରାନ୍ତ ୧୦୦୬୫୦୩
– ମୋଟ ସୁସ୍ଛ ହୋଲେଣି ୯୯୦୭୯୬
– ସକ୍ରୀୟ ଆକ୍ରାନ୍ତ – ୭୮୨୦

ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ-

ଅନୁଗୁଳ ଜିଲ୍ଲାରେ ୪୩, ୪୮୫ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୫ [+୧୨] ଜଣ ସକ୍ରୀୟ ଅଛନ୍ତି। ୪୩, ୦୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫୪ [+୧୦] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୯, ୪୧୪ [+୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୯ [+୨୭] ଜଣ ସକ୍ରୀୟ ଅଛନ୍ତି। ୩୮, ୬୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭୪ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୯୩୨ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୯୪ [+୩] ଜଣ ସକ୍ରୀୟ ଅଛନ୍ତି। ୩୦, ୫୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୫, ୯୯୬ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୩ [+୭] ଜଣ ସକ୍ରୀୟ ଅଛନ୍ତି। ୨୫, ୭୪୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୩ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୨୯୯ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ [+୧] ଜଣ ସକ୍ରୀୟ ଅଛନ୍ତି। ୨୩, ୧୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୫୫୨ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ [+୫] ଜଣ ସକ୍ରୀୟ ଅଛନ୍ତି। ୧୨, ୪୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୯୦, ୪୮୭ [+୯୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୫୨ [+୭୯] ଜଣ ସକ୍ରୀୟ ଅଛନ୍ତି। ୮୮, ୭୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୬୦ [+୧୯] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୩୫୬ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧ [+୧୧] ଜଣ ସକ୍ରୀୟ ଅଛନ୍ତି। ୬, ୨୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୯, ୫୧୮ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୫ [+୧୭] ଜଣ ସକ୍ରୀୟ ଅଛନ୍ତି। ୧୯, ୧୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩୨ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯୫୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ ଜଣ ସକ୍ରୀୟ ଅଛନ୍ତି। ୯, ୪୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୬୦୫ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୯ [+୪] ଜଣ ସକ୍ରୀୟ ଅଛନ୍ତି। ୩୩, ୦୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୬, ୭୪୪ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୬ [+୧୨] ଜଣ ସକ୍ରୀୟ ଅଛନ୍ତି। ୨୬, ୨୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬୯ [+୯] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୨, ୫୦୩ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮୧ [+୨୯] ଜଣ ସକ୍ରୀୟ ଅଛନ୍ତି। ୪୧, ୯୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୬ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୬୮୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩ [+୧] ଜଣ ସକ୍ରୀୟ ଅଛନ୍ତି। ୨୩, ୪୮୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୨୩୭ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨ [+୩] ଜଣ ସକ୍ରୀୟ ଅଛନ୍ତି। ୨୩, ୯୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୪୮୧ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯ [+୨] ଜଣ ସକ୍ରୀୟ ଅଛନ୍ତି। ୧୧, ୩୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୪, ୧୭୧ [+୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୮ [+୨୩] ଜଣ ସକ୍ରୀୟ ଅଛନ୍ତି। ୨୩, ୭୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨୯ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୦, ୭୭୦ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୬ [+୧୫] ଜଣ ସକ୍ରୀୟ ଅଛନ୍ତି। ୨୦, ୫୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୫୯, ୯୯୩ [+୩୬୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୦୮୦ [+୩୬୧] ଜଣ ସକ୍ରୀୟ ଅଛନ୍ତି। ୧, ୫୫, ୪୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୩୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୮, ୯୪୫ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧ [+୪] ଜଣ ସକ୍ରୀୟ ଅଛନ୍ତି। ୧୮, ୮୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୫୯୧ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬ [+୧] ଜଣ ସକ୍ରୀୟ ଅଛନ୍ତି। ୧୧, ୫୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩୯, ୫୩୫ [+୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୭ [+୧୫] ଜଣ ସକ୍ରୀୟ ଅଛନ୍ତି। ୩୯, ୦୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬୬ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩୪୯୧ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସକ୍ରୀୟ ଅଛନ୍ତି। ୨୩, ୪୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୧୭୦ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୨ [+୯] ଜଣ ସକ୍ରୀୟ ଅଛନ୍ତି। ୨୨, ୮୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୩ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୮୪୦ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩ [+୨] ଜଣ ସକ୍ରୀୟ ଅଛନ୍ତି। ୨୨, ୭୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୪, ୫୦୬ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୫ [+୨୬] ଜଣ ସକ୍ରୀୟ ଅଛନ୍ତି। ୪୩, ୮୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୩୦ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୯, ୯୭୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮ [+୨] ଜଣ ସକ୍ରୀୟ ଅଛନ୍ତି। ୧୯, ୭୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୦, ୯୧୦ [+୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୦ [+୧୫] ଜଣ ସକ୍ରୀୟ ଅଛନ୍ତି। ୩୦, ୫୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩୧୨୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ ଜଣ ସକ୍ରୀୟ ଅଛନ୍ତି। ୧୩, ୦୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୧, ୧୩୬ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୫ [+୧୬] ଜଣ ସକ୍ରୀୟ ଅଛନ୍ତି। ୬୦, ୪୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୮, ୪୯୫ [+୭୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୯୮ [+୭୮] ଜଣ ସକ୍ରୀୟ ଅଛନ୍ତି। ୨୭, ୭୯୭ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.