Home Top News ଦେଶରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୫,୦୮୩ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୫,୦୮୩ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬୦ ମୃତ

33

ନୂଆ ଦିଲ୍ଲୀ ୨୯-୮ (ଓଡ଼ିଆ ପୁଅ) ଦେଶରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୫,୦୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୬୮,୫୫୮ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୮,୮୮,୬୪୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୫,୮୪୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୩% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୯୫,୦୩୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୮,୭୮୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୬୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୭,୮୩୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୩%

ଆରୋଗ୍ୟ ହୋଇଛନ୍ତି ୯୭.୫୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୬୩, ୦୯, ୧୭, ୯୨୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୩, ୮୫, ୮୬୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୧, ୮୬, ୪୨, ୯୨୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୫୫, ୩୨୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୨୮ ୧୨୯
ଆନ୍ଧ୍ରପ୍ରଦେଶ ୧୪୮୫୩ ୧୯୮୧୯୦୬ ୧୪୯୯ ୧୩୮୦୭ ୧୯
ଅରୁଣାଚଳ ପ୍ରଦେଶ ୧୦୬୩ ୫୧୫୦୮ ୧୨୦ ୨୬୦
ଆସାମ ୭୪୩୪ ୫୭୪୯୫୫ ୬୭୫ ୫୬୩୬
ବିହାର ୧୧୨ ୭୧୫୯୧୮ ୧୩ ୯୬୫୩
ଚଣ୍ଡିଗଡ଼ ୩୮ ୬୪୨୩୬ ୮୧୩
ଛତିଶଗଡ ୫୧୦ ୯୯୦୩୧୪ ୫୪ ୧୩୫୫୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୩
ଦିଲ୍ଲୀ ୩୯୩ ୧୪୧୨୨୧୨ ୪୮ ୨୫୦୮୦
୧୦ ଗୋଆ ୯୫୨ ୧୬୯୫୭୨ ୯୨ ୩୧୯୩
୧୧ ଗୁଜୁରାଟ ୧୫୧ ୮୧୫୧୫୪ ୧୪ ୧୦୦୮୧
୧୨ ହରିୟାଣା ୬୫୭ ୭୬୦୧୧୫ ୧୯ ୯୬୭୩
୧୩ ହିମାଚଳ ପ୍ରଦେଶ ୧୮୧୪ ୨୦୭୭୧୭ ୩୫୪ ୩୫୯୧
୧୪ ଜାମ୍ମୁ କାଶ୍ମୀର ୧୨୧୧ ୩୧୯୩୬୨ ୧୦୩ ୪୪୦୬
୧୫ ଝାଡଖଣ୍ଡ ୧୪୨ ୩୪୨୫୫୫ ୧୮ ୫୧୩୨
୧୬ କର୍ଣ୍ଣାଟକ ୧୮୯୨୩ ୨୮୮୯୮୦୯ ୧୨୮୯ ୩୭୨୬୧ ୧୩
୧୭ କେରଳ ୨୦୫୪୪୦ ୩୭୫୧୬୬୬ ୨୧୪୬୮ ୨୦୪୬୬ ୧୫୩
୧୮ ଲଦାଖ ୭୨ ୨୦୨୬୫ ୨୦୭
୧୯ ଲକ୍ଷଦୀପ ୨୯ ୧୦୨୫୬ ୫୧
୨୦ ମଧ୍ୟପ୍ରଦେଶ ୭୯ ୭୮୧୫୪୮ ୧୦ ୧୦୫୧୬
୨୧ ମହାରାଷ୍ଟ୍ର ୫୫୩୪୧ ୬୨୫୯୯୦୬ ୪୪୫୫ ୧୩୭୦୨୬ ୧୨୬
୨୨ ମଣିପୁର ୩୪୨୪ ୧୦୭୭୪୨ ୩୩୨ ୧୭୭୫
୨୩ ମେଘାଳୟ ୨୭୧୦ ୭୧୩୨୭ ୨୦୭ ୧୨୯୯
୨୪ ମିଜୋରାମ ୮୩୪୨ ୪୮୯୬୮ ୬୩୨ ୨୧୨
୨୫ ନାଗାଲାଣ୍ଡ ୮୨୮ ୨୮୪୭୮ ୬୯ ୬୧୪
୨୬ ଓଡ଼ିଶା ୭୦୯୩ ୯୯୦୭୯୬ ୯୫୬ ୭୭୬୫ ୬୮
୨୭ ପୁଡୁଚେରୀ ୬୯୮ ୧୨୦୭୯୦ ୧୩୬ ୧୮୧୦
୨୮ ପଞ୍ଜାବ ୪୦୫ ୫୮୩୭୪୩ ୫୪ ୧୬୩୬୬
୨୯ ରାଜସ୍ଥାନ ୧୧୬ ୯୪୫୦୦୯ ୮୯୫୪
୩୦ ସିକ୍କିମ୍ ୧୩୩୩ ୨୮୦୨୭ ୯୮ ୩୬୯
୩୧ ତାମିଲନାଡୁ ୧୭୫୫୯ ୨୫୫୭୮୮୪ ୧୭୬୮ ୩୪୮୫୬ ୨୧
୩୨ ତେଲେଙ୍ଗାନା ୬୦୬୫ ୬୪୭୧୮୫ ୪୨୪ ୩୮୬୯
୩୩ ତ୍ରିପୁରା ୧୦୨୮ ୮୦୯୫୦ ୧୬୨ ୭୯୭
୩୪ ଉତ୍ତରାଖଣ୍ଡ ୩୨୬ ୩୩୫୧୮୮ ୧୪ ୭୩୮୦
୩୫ ଉତ୍ତରପ୍ରଦେଶ ୨୯୯ ୧୬୮୬୧୨୮ ୪୫ ୨୨୮୦୭ ୧୧
୩୬ ପଶ୍ଚିମବଙ୍ଗ ୯୧୦୯ ୧୫୧୯୩୭୨ ୬୮୮ ୧୮୪୧୭
ମୋଟ ୩୬୮୫୫୮ ୩୧୮୮୮୬୪୨ ୩୫୮୪୦ ୪୩୭୮୩୦ ୪୬୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.