Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୫୩୮୯କୁ...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୫୩୮୯କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

267

ଭୁବନେଶ୍ୱର ୨୬-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୫୩୮୯କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୧୩୭୬

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୧୭

– ସ୍ଥାନୀୟ ଅଞ୍ଚଳରୁ୪୫୯

–୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୮୪

 

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

 

୧- ଅନୁଗୁଳ ଜିଲ୍ଲାରୁ –  ୫

୨- ବାଲେଶ୍ୱର ଜିଲ୍ଲାରୁ –  ୨୯

୩- ବରଗଡ଼ ଜିଲ୍ଲାରୁ –  ୭

୪- ଭଦ୍ରକ ଜିଲ୍ଲାରୁ –  ୧୦

୫- ବଲାଙ୍ଗୀର ଜିଲ୍ଲାରୁ –  ୧୯

୬- ବୌଦ୍ଦ ଜିଲ୍ଲାରୁ –  ୮

୭- କଟକ ଜିଲ୍ଲାରୁ –  ୭୫

୮- ଦେବଗଡ଼ ଜିଲ୍ଲାରୁ –  ୧୧

୯- ଢେଙ୍କାନାଳ ଜିଲ୍ଲାରୁ –  ୧୫

୧୦- ଗଜପତି ଜିଲ୍ଲାରୁ –  ୭୪

୧୧- ଗଞ୍ଜାମ ଜିଲ୍ଲାରୁ –  ୪୮୪

୧୨- ଜଗତସିଂହପୁର ଜିଲ୍ଲାରୁ –  ୧୧

୧୩- ଯାଜପୁର ଜିଲ୍ଲାରୁ –  ୮

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୬

୧୫- କଳାହାଣ୍ଡି ଜିଲ୍ଲାରୁ –  ୧୧

୧୬- କନ୍ଧମାଳ ଜିଲ୍ଲାରୁ –  ୧୨

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧

୧୮- କେନ୍ଦୁଝର ଜିଲ୍ଲାରୁ –  ୧୦୩

୧୯- ଖୋର୍ଦ୍ଧା ଜିଲ୍ଲାରୁ : ୧୮୭

୨୦- କୋରାପୁଟ ଜିଲ୍ଲାରୁ –  ୭

୨୧- ମାଲକାନଗିରି : ୧୫

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୨୨

୨୩- ନବରଙ୍ଗପୁର ଜିଲ୍ଲାରେ: ୨୧

୨୪- ନୟାଗଡ଼ ଜିଲ୍ଲାରୁ –  ୩୦

୨୫- ନୂଆପଡ଼ା ଜିଲ୍ଲାରୁ –  ୪

୨୬- ପୁରୀ ଜିଲ୍ଲାରୁ –  ୯୧

୨୭- ରାୟଗଡ଼ା ଜିଲ୍ଲାରୁ –  ୪୫

୨୮- ସମ୍ବଲପୁର ଜିଲ୍ଲାରୁ –  ୧୭

୨୯- ସୋନପୁର ଜିଲ୍ଲାରୁ –  ୫

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୩୩

 

– ନୂଆ ସୁସ୍ଥ ହୋଇଥିଲେ ୭୨୮

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୫୮୧୨୦

– ମୋଟ ଆକ୍ରାନ୍ତ ୨୫୩୮୯

– ମୋଟ ସୁସ୍ଥ ହୋଲେଣି ୧୫୯୨୮

ସକ୍ରୀୟ ଆକ୍ରାନ୍ତ: ୯୨୮୭

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.