Home Coronavirus Outbreak ରାଜ୍ୟରେ ଆଜି ୨,୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ, ୬୬ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ଆଜି ୨,୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ, ୬୬ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

168

ଭୁବନେଶ୍ୱର ୧୫-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୨୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

– ନୂଆ ଆକ୍ରାନ୍ତ: ୨୧୧୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୧୩
– ସ୍ଥାନୀୟ ଅଞ୍ଚଳରୁ୮୯୭
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୪୬
୨- ବାଲେଶ୍ୱର ଜିଲ୍ଲାରୁ – ୧୬୮
୩- ବରଗଡ଼ ଜିଲ୍ଲାରୁ – ୧୪
୪- ଭଦ୍ରକ ଜିଲ୍ଲାରୁ – ୭୯
୫- ବଲାଙ୍ଗୀର ଜିଲ୍ଲାରୁ – ୧୩
୬- ବୌଦ୍ଦ ଜିଲ୍ଲାରୁ – ୧୬
୭- କଟକ ଜିଲ୍ଲାରୁ – ୩୨୩
୮- ଦେବଗଡ଼ ଜିଲ୍ଲାରୁ – ୫
୯- ଢେଙ୍କାନାଳ ଜିଲ୍ଲାରୁ – ୩୫
୧୦- ଗଜପତି ଜିଲ୍ଲାରୁ – ୧୧
୧୧- ଗଞ୍ଜାମ ଜିଲ୍ଲାରୁ – ୧୬
୧୨- ଜଗତସିଂହପୁର ଜିଲ୍ଲାରୁ – ୬୭
୧୩- ଯାଜପୁର ଜିଲ୍ଲାରୁ – ୯୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୦
୧୫- କଳାହାଣ୍ଡି ଜିଲ୍ଲାରୁ – ୭
୧୬- କନ୍ଧମାଳ ଜିଲ୍ଲାରୁ – ୧୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩୨
୧୮- କେନ୍ଦୁଝର ଜିଲ୍ଲାରୁ – ୬୬
୧୯- ଖୋର୍ଦ୍ଧାରୁ: ୪୫୮
୨୦- କୋରାପୁଟ ଜିଲ୍ଲାରୁ – ୧୯
୨୧- ମାଲକାନଗିରି : ୨୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୯୯
୨୩- ନବରଙ୍ଗପୁର ଜିଲ୍ଲାରେ: ୧୦
୨୪- ନୟାଗଡ଼ ଜିଲ୍ଲାରୁ – ୭୪
୨୫- ନୂଆପଡ଼ା ଜିଲ୍ଲାରୁ – ୨
୨୬- ପୁରୀ ଜିଲ୍ଲାରୁ – ୧୧୩
୨୭- ରାୟଗଡ଼ା ଜିଲ୍ଲାରୁ – ୨୯
୨୮- ସମ୍ବଲପୁର ଜିଲ୍ଲାରୁ – ୧୯
୨୯- ସୋନପୁର ଜିଲ୍ଲାରୁ – ୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୬୨
୩୧- State Pool: ୮୭
– ନୂଆ ସୁସ୍ଥ ହୋଇଥିଲେ୨୬୦୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୪୮୪୫୨୬୦
– ମୋଟ ଆକ୍ରାନ୍ତ ୯୪୭୮୫୯
– ମୋଟ ସୁସ୍ଛ ହୋଲେଣି ୯୨୦୬୪୬
– ସକ୍ରୀୟ ଆକ୍ରାନ୍ତ – ୨୨୨୯୯

ରାଜ୍ୟରେ ଆଜି ୬୬ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୪୮୬୧ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବାଲେଶ୍ୱର ୮ ଜଣ,

ବରଗଡ ୧୦ ଜଣ,

ଭଦ୍ରକ ୨ ଜଣ,

ବଲାଙ୍ଗୀର ୧ ଜଣ,

କଟକ ୧ ଜଣ,

ଗଞ୍ଜାମ ୧ ଜଣ,

ଜଗତସିଂହପୁର ୧ ଜଣ,

କଳାହାଣ୍ଡି ୧ ଜଣ,

ଖୋର୍ଦ୍ଧା ୨୧ ଜଣ,

ମୟୁରଭଞ୍ଜ ୨ ଜଣ,

ପୁରୀ ୧ ଜଣ,

ସମ୍ବଲପୁର ୭ ଜଣ,

ସୁନ୍ଦରଗଡ ୧୦ ଜଣ,

ମୋଟ ୬୬ ଜଣଙ୍କର ମୃତ୍ୟୁ ହୋଇଛି।

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୧, ୩୮୫ [+୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୩ [+୪୬] ଜଣ ସକ୍ରୀୟ ଅଛନ୍ତି। ୪୦, ୬୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୬, ୨୬୧ [+୧୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୭୪୭ [+୧୬୦] ଜଣ ସକ୍ରୀୟ ଅଛନ୍ତି। ୩୪, ୩୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୮ [+୮] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୪୮୩ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୮ [+୪] ଜଣ ସକ୍ରୀୟ ଅଛନ୍ତି। ୩୦, ୦୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨୪ [+୧୦] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୪, ୨୧୨ [+୭୯] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯୧ [+୭୭] ଜଣ ସକ୍ରୀୟ ଅଛନ୍ତି। ୨୩, ୧୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୬ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୦୬୩ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୮୪ [+୧୨] ଜଣ ସକ୍ରୀୟ ଅଛନ୍ତି। ୨୨, ୮୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୪୧୩ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୩ [+୧୬] ଜଣ ସକ୍ରୀୟ ଅଛନ୍ତି। ୧୨, ୧୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୮୨, ୫୦୭ [+୩୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୧୯୧ [+୩୨୨] ଜଣ ସକ୍ରୀୟ ଅଛନ୍ତି। ୭୯, ୦୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୦୭୭ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮ [+୫] ଜଣ ସକ୍ରୀୟ ଅଛନ୍ତି। ୫, ୯୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୮, ୩୩୨ [+୩୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୬୬ [+୩୫] ଜଣ ସକ୍ରୀୟ ଅଛନ୍ତି। ୧୭, ୫୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୩୭୮ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨ [+୧୧] ଜଣ ସକ୍ରୀୟ ଅଛନ୍ତି। ୯, ୨୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୨୭୨ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୭ [+୧୫] ଜଣ ସକ୍ରୀୟ ଅଛନ୍ତି। ୩୨, ୭୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୩, ୮୬୮ [+୬୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୬୨ [+୬୬] ଜଣ ସକ୍ରୀୟ ଅଛନ୍ତି। ୨୩, ୦୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩୯, ୩୮୭ [+୯୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୪୫ [+୯୨] ଜଣ ସକ୍ରୀୟ ଅଛନ୍ତି। ୩୭, ୭୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୪୭୨ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୮୬ [+୧୦] ଜଣ ସକ୍ରୀୟ ଅଛନ୍ତି। ୨୩, ୨୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୦୧୨ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୩ [+୬] ଜଣ ସକ୍ରୀୟ ଅଛନ୍ତି। ୨୩, ୭୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୦୩୨ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୩ [+୧୨] ଜଣ ସକ୍ରୀୟ ଅଛନ୍ତି। ୧୦, ୭୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୨, ୧୫୫ [+୧୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨୫ [+୧୩୨] ଜଣ ସକ୍ରୀୟ ଅଛନ୍ତି। ୨୧, ୨୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧୯, ୮୯୫ [+୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୮ [+୬୬] ଜଣ ସକ୍ରୀୟ ଅଛନ୍ତି। ୧୯, ୩୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୪୨, ୫୪୯ [+୪୫୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୭୫୩ [+୪୩୭] ଜଣ ସକ୍ରୀୟ ଅଛନ୍ତି। ୧, ୩୬, ୯୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨୭ [+୨୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୮, ୬୬୭ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୦ [+୧୯] ଜଣ ସକ୍ରୀୟ ଅଛନ୍ତି। ୧୮, ୨୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୨୧୮ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୧ [+୨୨] ଜଣ ସକ୍ରୀୟ ଅଛନ୍ତି। ୧୦, ୮୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩୭, ୫୪୩ [+୯୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୭୮ [+୯୭] ଜଣ ସକ୍ରୀୟ ଅଛନ୍ତି। ୩୬, ୨୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୧ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୨୭୭ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୮୮ [+୧୦] ଜଣ ସକ୍ରୀୟ ଅଛନ୍ତି। ୨୩, ୧୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୧, ୬୦୦ [+୭୪] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୦ [+୭୪] ଜଣ ସକ୍ରୀୟ ଅଛନ୍ତି। ୨୦, ୭୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୭୦୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮ [+୨] ଜଣ ସକ୍ରୀୟ ଅଛନ୍ତି। ୨୨, ୬୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୧, ୭୧୫ [+୧୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୦୩ [+୧୧୨] ଜଣ ସକ୍ରୀୟ ଅଛନ୍ତି। ୪୦, ୩୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୯, ୪୯୦ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୧ [+୨୯] ଜଣ ସକ୍ରୀୟ ଅଛନ୍ତି। ୧୯, ୦୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୦, ୧୦୫ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୯ [+୧୨] ଜଣ ସକ୍ରୀୟ ଅଛନ୍ତି। ୨୯, ୭୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୮ [+୭] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୨, ୮୮୨ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୯ [+୪] ଜଣ ସକ୍ରୀୟ ଅଛନ୍ତି। ୧୨, ୭୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୦, ୦୬୬ [+୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୪୩ [+୫୨] ଜଣ ସକ୍ରୀୟ ଅଛନ୍ତି। ୫୮, ୯୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨୦ [+୧୦] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୪, ୮୪୦ [+୮୭] ଜଣ ସଂକ୍ରମିତ ହୋଇଥିବା ବେଳେ ୯୦୪ [+୮୭] ଜଣ ସକ୍ରୀୟ ଅଛନ୍ତି। ୨୩, ୯୩୬ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.