Home Coronavirus Outbreak ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୬୦୦ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ୨୨୬୩୩୪ କୁ...

ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୬୦୦ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ୨୨୬୩୩୪ କୁ ବୃଦ୍ଧି

90

ଭୁବନେଶ୍ୱର ୨-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୬୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୨୬୩୩୪ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ସୂଚନା ଦେଇଛି।


ନୂଆ ଆକ୍ରାନ୍ତ: ୩୬୦୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧୦୯
– ସ୍ଥାନୀୟ ଅଞ୍ଚଳରୁ୧୪୯୧

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୦୦
୨- ବାଲେଶ୍ୱର ଜିଲ୍ଲାରୁ – ୧୦୭
୩- ବରଗଡ଼ ଜିଲ୍ଲାରୁ – ୧୦୬
୪- ଭଦ୍ରକ ଜିଲ୍ଲାରୁ – ୮୨
୫- ବଲାଙ୍ଗୀର ଜିଲ୍ଲାରୁ – ୯୯
୬- ବୌଦ୍ଦ ଜିଲ୍ଲାରୁ – ୪୭
୭- କଟକ ଜିଲ୍ଲାରୁ – ୩୫୮
୮- ଦେବଗଡ଼ ଜିଲ୍ଲାରୁ – ୧୧
୯- ଢେଙ୍କାନାଳ ଜିଲ୍ଲାରୁ – ୪୭
୧୦- ଗଜପତି ଜିଲ୍ଲାରୁ – ୧୯
୧୧- ଗଞ୍ଜାମ ଜିଲ୍ଲାରୁ – ୩୧
୧୨- ଜଗତସିଂହପୁର ଜିଲ୍ଲାରୁ – ୭୩
୧୩- ଯାଜପୁର ଜିଲ୍ଲାରୁ – ୧୩୯
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୧
୧୫- କଳାହାଣ୍ଡି ଜିଲ୍ଲାରୁ – ୫୧
୧୬- କନ୍ଧମାଳ ଜିଲ୍ଲାରୁ – ୯୭
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୨୯
୧୮- କେନ୍ଦୁଝର ଜିଲ୍ଲାରୁ – ୧୦୬
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୭୬୬
୨୦- କୋରାପୁଟ ଜିଲ୍ଲାରୁ – ୬୬
୨୧- ମାଲକାନଗିରି : ୪୬
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୫୬
୨୩- ନବରଙ୍ଗପୁର ଜିଲ୍ଲାରୁ: ୧୧୬
୨୪- ନୟାଗଡ଼ ଜିଲ୍ଲାରୁ – ୭୪
୨୫- ନୂଆପଡ଼ା ଜିଲ୍ଲାରୁ – ୮୪
୨୬- ପୁରୀ ଜିଲ୍ଲାରୁ – ୧୧୫
୨୭- ରାୟଗଡ଼ା ଜିଲ୍ଲାରୁ – ୩୨
୨୮- ସମ୍ବଲପୁର ଜିଲ୍ଲାରୁ – ୧୨୬
୨୯- ସୋନପୁର ଜିଲ୍ଲାରୁ – ୧୨୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୯
୩୧- State Pool: ୧୫୮
ଗତକାଲି ସୁସ୍ଥ ହୋଇଥିଲେ : ୪୩୮୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୩୪୮୮୬୧
– ମୋଟ ଆକ୍ରାନ୍ତ ୨୨୬୩୩୪
– ମୋଟ ସୁସ୍ଛ ହୋଲେଣି ୧୯୦୦୮୦
ସକ୍ରୀୟ ଆକ୍ରାନ୍ତ : ୩୫୩୨୬

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.