Home Coronavirus Outbreak ରାଜ୍ୟରେ ୫୭୭ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୧୨୦୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ୫୭୭ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୧୨୦୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

189

– ନୂଆ ଆକ୍ରାନ୍ତ: ୫୭୭

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୧୬

– ସ୍ଥାନୀୟ ଅଞ୍ଚଳରୁ୧୬୧

– ୨୨ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ –୨୬୦

 

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

 

୧- ଅନୁଗୁଳ ଜିଲ୍ଲାରୁ –  ୭

୨- ବାଲେଶ୍ୱର ଜିଲ୍ଲାରୁ –  ୩୦

୩- ଭଦ୍ରକ ଜିଲ୍ଲାରୁ –  ୨

୪- ବୌଦ୍ଦ ଜିଲ୍ଲାରୁ –  ୫

୫- କଟକ ଜିଲ୍ଲାରୁ –  ୧୪

୬- ଢେଙ୍କାନାଳ ଜିଲ୍ଲାରୁ –  ୪

୭- ଗଜପତି ଜିଲ୍ଲାରୁ –  ୧୭

୮- ଗଞ୍ଜାମ ଜିଲ୍ଲାରୁ –  ୨୬୦

୯- ଜଗତସିଂହପୁର ଜିଲ୍ଲାରୁ –  ୭

୧୦- ଯାଜପୁର ଜିଲ୍ଲାରୁ –  ୯

୧୧- ଝାରସୁଗୁଡ଼ା ଜିଲ୍ଲାରୁ –  ୧

୧୨- କନ୍ଧମାଳ ଜିଲ୍ଲାରୁ –  ୧

୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩

୧୪- କେନ୍ଦୁଝର ଜିଲ୍ଲାରୁ –  ୪୮

୧୫- ଖୋର୍ଦ୍ଧା :  ୫୬

୧୬- କୋରାପୁଟ ଜିଲ୍ଲାରୁ –  ୬

୧୭- ମାଲକାନଗିରି : ୧

୧୮- ମୟୁରଭଞ୍ଜ ଜିଲ୍ଲାରୁ –  ୧୪

୧୯- ନୟାଗଡ଼ ଜିଲ୍ଲାରୁ –  ୧

୨୦- ପୁରୀ ଜିଲ୍ଲାରୁ –  ୫

୨୧- ସମ୍ବଲପୁର ଜିଲ୍ଲାରୁ –  ୩

୨୨- ସୁନ୍ଦରଗଡ଼ ଜିଲ୍ଲାରୁ –  ୮୩

 

– ନୂଆ ସୁସ୍ଥ ହୋଇଥିଲେ – ୩୦୩

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୩୧୪୯୮୭

– ମୋଟ ଆକ୍ରାନ୍ତ ୧୧୨୦୧

– ମୋଟ ସୁସ୍ଥ ହେଲେଣି ୭୦୦୬

– ସକ୍ରୀୟ ଆକ୍ରାନ୍ତ –  ୪୧୨୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.