Home Coronavirus Outbreak ଆଜି ବି ଦେଶରେ ପ୍ରାୟ ୨୫ ହଜାର ନୂଆ କରୋନା ଆକ୍ରାନ୍ତ, ୪୮୭ ମୃତ୍ୟୁ, ୨୧...

ଆଜି ବି ଦେଶରେ ପ୍ରାୟ ୨୫ ହଜାର ନୂଆ କରୋନା ଆକ୍ରାନ୍ତ, ୪୮୭ ମୃତ୍ୟୁ, ୨୧ ହଜାର ପାର କଲା ମୃତକଙ୍କ ସଂଖ୍ୟା

79

ନୂଆ ଦିଲ୍ଲୀ ୯-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୨୪୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୪୮୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୭୨୯୬ କୁ ବୃଦ୍ଧି ପାଇଛି ଏବଂ ୨୬୯୭୮୯ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୪୭୬୩୭୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୧୧୨୯ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.