Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୩୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆଖ୍ରାନ୍ତ ୧୭୯୮୮୦ କୁ...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୩୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆଖ୍ରାନ୍ତ ୧୭୯୮୮୦ କୁ ବୃଦ୍ଧି

157

ଭୁବନେଶ୍ୱର ୨୦-୯ (ଓଡ଼ିଆ ପୁଅ) ରାଜ୍ୟେରେ ଆଜି ୩୦ ଜିଲ୍ଲାରୁ ୪୩୩୦ ନୂଆ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ, ମୋଟ ଆଖ୍ରାନ୍ତ ୧୭୯୮୮୦ କୁ ବୃଦ୍ଧି ହୋଇଛି।

ଖୋର୍ଦ୍ଧାରୁ ସର୍ବାଧିକ – ୬୪୪
-୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
ଖୋର୍ଦ୍ଧାରୁ ସର୍ବାଧିକ – ୬୪୪

– ନୂଆ ଆକ୍ରାନ୍ତ: ୪୩୩୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୫୫୬
– ସ୍ଥାନୀୟ ଅଞ୍ଚଳରୁ୧୭୭୪

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୭୬
୨- ବାଲେଶ୍ୱର ଜିଲ୍ଲାରୁ – ୧୨୧
୩- ବରଗଡ଼ ଜିଲ୍ଲାରୁ – ୯୯
୪- ଭଦ୍ରକ ଜିଲ୍ଲାରୁ – ୭୪
୫- ବଲାଙ୍ଗୀର ଜିଲ୍ଲାରୁ – ୭୯
୬- ବୌଦ୍ଦ ଜିଲ୍ଲାରୁ – ୪୭
୭- କଟକ ଜିଲ୍ଲାରୁ – ୫୪୯
୮- ଦେବଗଡ଼ ଜିଲ୍ଲାରୁ – ୧୨
୯- ଢେଙ୍କାନାଳ ଜିଲ୍ଲାରୁ – ୬୭
୧୦- ଗଜପତି ଜିଲ୍ଲାରୁ – ୧୬
୧୧- ଗଞ୍ଜାମ ଜିଲ୍ଲାରୁ – ୫୧
୧୨- ଜଗତସିଂହପୁର ଜିଲ୍ଲାରୁ – ୧୬୭
୧୩- ଯାଜପୁର ଜିଲ୍ଲାରୁ – ୧୫୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୫୩
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦୦
୧୬- କନ୍ଧମାଳ ଜିଲ୍ଲାରୁ – ୧୭୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୭
୧୮- କେନ୍ଦୁଝର ଜିଲ୍ଲାରୁ – ୧୧୮
୧୯- ଖୋର୍ଦ୍ଧାରୁ ସର୍ବାଧିକ – ୬୪୪
୨୦- କୋରାପୁଟ ଜିଲ୍ଲାରୁ – ୯୪
୨୧- ମାଲକାନଗିରି : ୬୩
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୫୨
୨୩- ନବରଙ୍ଗପୁର ଜିଲ୍ଲାରେ: ୧୩୩
୨୪- ନୟାଗଡ଼ ଜିଲ୍ଲାରୁ – ୫୩
୨୫- ନୂଆପଡ଼ା ଜିଲ୍ଲାରୁ – ୬୨
୨୬- ପୁରୀ ଜିଲ୍ଲାରୁ – ୨୯୨
୨୭- ରାୟଗଡ଼ା ଜିଲ୍ଲାରୁ – ୮୫
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୭
୨୯- ସୋନପୁର ଜିଲ୍ଲାରୁ – ୨୫
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୩
୩୧- State Pool: ୨୨୫
ଗତକାଲି ସୁସ୍ଥ ହୋଇଥିଲେ : ୪୦୯୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୬୬୯୭୬
– ମୋଟ ଆକ୍ରାନ୍ତ ୧୭୯୮୮୦
– ମୋଟ ସୁସ୍ଛ ହୋଲେଣି ୧୪୧୬୫୭
ସକ୍ରୀୟ ଆକ୍ରାନ୍ତ : ୩୭୪୬୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.