Home Coronavirus Outbreak ରାଜ୍ୟରେ ୧୦,୬୩୫ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୪ – ରାଜ୍ୟରେ ୧୯...

ରାଜ୍ୟରେ ୧୦,୬୩୫ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୪ – ରାଜ୍ୟରେ ୧୯ ଜଣଙ୍କର ମୃତ୍ୟୁ

322

ଭୁବନେଶ୍ୱର ୯-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୦୬୩୫ ଆକ୍ରାନ୍ତ ଚିହ୍ନଟ ହୋଇଠନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୪ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୪୩, ଏବଂ କଟକରୁ ୮୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରୁ ୬୪୧ ଅନୁଗୁଳରୁ ୫୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡି ୪୬୯, ଝାରସୁଗୁଡା ୪୫୬, ବରଗଡ ୪୪୩, ପୁରୀରୁ ୪୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୧୮୦ କୁ ବୃଦ୍ଧି ପାଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

୧ – ଅନୁଗୁଳ ଜିଲ୍ଲାରୁ ୫୫୯
୨ – ବାଲେଶ୍ୱର ଜିଲ୍ଲାରୁ ୩୦୧
୩ – ବରଗଡ ଜିଲ୍ଲାରୁ ୪୪୩
୪ – ଭଦ୍ରକ ଜିଲ୍ଲାରୁ ୧୦୦
୫ – ବଲାଙ୍ଗୀର ଜିଲ୍ଲାରୁ ୩୧୮
୬ – ବୌଦ୍ଧ ଜିଲ୍ଲାରୁ ୧୭୯
୭ – କଟକ ଜିଲ୍ଲାରୁ ୮୮୭
୮ – ଦେବଗଡ଼ ଜିଲ୍ଲାରୁ ୧୩୭
୯ – ଢେଙ୍କାନାଳ ଜିଲ୍ଲାରୁ ୧୪୬
୧୦ – ଗଜପତି ଜିଲ୍ଲାରୁ ୧୦୧
୧୧ – ଗଞ୍ଜାମ ଜିଲ୍ଲାରୁ ୨୬୬
୧୨ – ଜଗତସିଂହପୁର ଜିଲ୍ଲାରୁ ୧୪୦
୧୩ – ଯାଜପୁର ଜିଲ୍ଲାରୁ ୨୯୦
୧୪ – ଝାରସୁଗୁଡା ଜିଲ୍ଲାରୁ ୪୫୬
୧୫ – କଳାହାଣ୍ଡି ଜିଲ୍ଲାରୁ ୪୬୯
୧୬ – କନ୍ଧମାଳ ଜିଲ୍ଲାରୁ ୭୩
୧୭ – କେନ୍ଦ୍ରାପଡା ଜିଲ୍ଲାରୁ ୧୧୭
୧୮ – କେନ୍ଦୁଝର ଜିଲ୍ଲାରୁ ୧୯୩
୧୯ – ଖୋର୍ଦ୍ଧା ଜିଲ୍ଲାରୁ ୧୫୬୪
୨୦ – କୋରାପୁଟ ଜିଲ୍ଲାରୁ ୧୨୭
୨୧ – ମାଲକାନଗିରି ଜିଲ୍ଲାରୁ ୭୯
୨୨ – ମୟୂରଭଞ୍ଜ ଜିଲ୍ଲାରୁ ୧୭୯
୨୩ – ନବରଙ୍ଗପୁର ଜିଲ୍ଲାରୁ ୩୩୬
୨୪ – ନୟାଗଡ଼ ଜିଲ୍ଲାରୁ ୨୫୩
୨୫ – ନୁଆପଡା ଜିଲ୍ଲାରୁ ୩୨୪
୨୬ – ପୁରୀ ଜିଲ୍ଲାରୁ ୪୩୪
୨୭ – ରାୟଗଡା ଜିଲ୍ଲାରୁ ୧୫୮
୨୮ – ସମ୍ବଲପୁର ଜିଲ୍ଲାରୁ ୬୪୧
୨୯ – ସୋନପୁର ଜିଲ୍ଲାରୁ ୧୪୯
୩୦ – ସୁନ୍ଦରଗଡ ଜିଲ୍ଲାରୁ ୯୪୩
୩୧ – ରାଜ୍ୟ ପୁଲ୍ ରୁ ୨୭୩

ମୋଟ ଟେଷ୍ଟ ହୋଇଛି – ୧୦୫୧୭୮୩୮

ମୋଟ ପଜିଟିଭ୍ – ୫୩୪୮୪୨

ଆରୋଗ୍ୟ ହେଲେଣି – ୪୩୯୩୨୨

ମୋଟ ମୃତ୍ୟୁ ସଂଖ୍ୟା – ୨୧୮୦

ସକ୍ରିୟ ମାମଲା – ୯୩୨୮୭

ଭୁବନେଶ୍ୱରରୁ ୧୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୧୯ ଜଣ ସୁସ୍ଥ ହୋଇଛନ୍ତି।

ଅପର ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସୁସ୍ଥ ହୋଇଛନ୍ତି ୭୬୬୪ ଜଣ କରୋନା ଆକ୍ରାନ୍ତ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ

୯୬୧ ଜଣ ଖୋର୍ଧା ଜିଲ୍ଲାରୁ

୫୧୨ ଜଣ ପୁରୀ ଜିଲ୍ଲାରୁ

୫୦୯ ଜଣ କଟକ ଜିଲ୍ଲାରୁ

୪୭୩ ଜଣ ସୁନ୍ଦରଗଡ ଜିଲ୍ଲାରୁ

୪୬୪ ଜଣ ଅନୁଗୁଳ ଜିଲ୍ଲାରୁ

୪୬୧ ଜଣ ବଲାଙ୍ଗୀର ଜିଲ୍ଲାରୁ

୪୩୭ ଜଣ ଝାରସୁଗୁଡା ଜିଲ୍ଲାରୁ

୩୫୩ ଜଣ ନୁଆପଡା ଜିଲ୍ଲାରୁ

୩୩୪ ଜଣ ବରଗଡ ଜିଲ୍ଲାରୁ

୩୩୦ ଜଣ ନବରଙ୍ଗପୁର ଜିଲ୍ଲାରୁ

୩୨୧ ଜଣ ସମ୍ବଲପୁର ଜିଲ୍ଲାରୁ

୨୯୦ ଜଣ ଯାଜପୁର ଜିଲ୍ଲାରୁ

୨୮୯ ଜଣ କଳାହାଣ୍ଡି ଜିଲ୍ଲାରୁ

୨୨୦ ଜଣ ମୟୂରଭଞ୍ଜ ଜିଲ୍ଲାରୁ

୧୯୨ ଜଣ ରାୟଗଡା ଜିଲ୍ଲାରୁ

୧୬୧ ଜଣ ଗଞ୍ଜାମ ଜିଲ୍ଲାରୁ

୧୫୪ ଜଣ କେନ୍ଦୁଝର ଜିଲ୍ଲାରୁ

୧୪୦ ଜଣ ନୟାଗଡ଼ ଜିଲ୍ଲାରୁ

୧୨୨ ଜଣ ସୋନପୁର ଜିଲ୍ଲାରୁ

୧୧୪ ଜଣ ଜଗତସିଂହପୁର ଜିଲ୍ଲାରୁ

୯୯ ଜଣ କୋରାପୁଟ ଜିଲ୍ଲାରୁ

୯୭ ଜଣ ବାଲେଶ୍ୱର ଜିଲ୍ଲାରୁ

୯୧ ଜଣ ଭଦ୍ରକ ଜିଲ୍ଲାରୁ

୭୮ ଜଣ ଗଜପତି ଜିଲ୍ଲାରୁ

୭୭ ଜଣ କେନ୍ଦ୍ରାପଡା ଜିଲ୍ଲାରୁ

୭୫ ଜଣ ଦେବଗଡ଼
୪୫ ଜଣ କନ୍ଧମାଳ ଜିଲ୍ଲାରୁ

୩୧ ଜଣ ମାଲକାନଗିରି ଜିଲ୍ଲାରୁ

୨୨ ଜଣ ଢେଙ୍କାନାଳ ଜିଲ୍ଲାରୁ

୨୦ ଜଣ ବୌଦ୍ଧ ଜିଲ୍ଲାରୁ

୧୯୨ ଜଣ ରାଜ୍ୟ ପୁଲ୍ ରୁ

ସୁସ୍ଥ ହୋଇଛନ୍ତି। ତେବେ ଏହା ସହ ରାଜ୍ୟରେ
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୩୯୩୨୨ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.