– ନୂଆ ଆକ୍ରାନ୍ତ: ୨୫୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୦୮
– ସ୍ଥାନୀୟ ଅଞ୍ଚଳରୁ – ୪୩
– ୧୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ – ୧୦୨
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ –
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୨
୩- ବରଗଡ଼ ଜିଲ୍ଲାରୁ – ୧୨
୪- ବଲାଙ୍ଗୀର ଜିଲ୍ଲାରୁ : ୪
୫- କଟକ ଜିଲ୍ଲାରୁ – ୩୨
୬- ଦେବଗଡ଼ ଜିଲ୍ଲାରୁ – ୪
୭- ଗଜପତି ଜିଲ୍ଲାରୁ – ୬
୮- ଗଞ୍ଜାମ ଜିଲ୍ଲାରୁ – ୧୦୨
୯- ଝାରସୁଗୁଡ଼ା ଜିଲ୍ଲାରୁ – ୫
୧୦- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୧- ଖୋର୍ଦ୍ଦା ଜିଲ୍ଲାରୁ – ୨୬
୧୨- ମାଲକାନଗିରି : ୧୦
୧୩- ମୟୁରଭଞ୍ଜ ଜିଲ୍ଲାରୁ – ୫
୧୪- ନୟାଗଡ଼ ଜିଲ୍ଲାରୁ – ୧୪
୧୫- ପୁରୀ ଜିଲ୍ଲାରୁ – ୧୨
୧୬- ସମ୍ବଲପୁର ଜିଲ୍ଲାରୁ – ୨
୧୭- ସୋନପୁର ଜିଲ୍ଲାରୁ – ୧
୧୮- ସୁନ୍ଦରଗଡ଼ ଜିଲ୍ଲାରୁ – ୭
୧୯- ଯାଜପୁର ଜିଲ୍ଲାରୁ – ୧
୨୦- – NDRF କର୍ମଚାରୀ (ଯେଉଁମାନେ ଅମ୍ଫାନ୍ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଆସିଥିଲେ ): ୦୧
– ନୂଆ ସୁସ୍ଥ ହୋଇଥିଲେ୨୪୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୦୬୭୮
– ମୋଟ ଆକ୍ରାନ୍ତ ୭୩୧୬
– ମୋଟ ସୁସ୍ଥ ହୋଲେଣି ୫୧୮୯
– ସକ୍ରୀୟ ଆକ୍ରାନ୍ତ – ୨୦୯୪