ଭୁବନେଶ୍ୱର ୨୯-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୩୦୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୧୫୬୭୬ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।
– ନୂଆ ଆକ୍ରାନ୍ତ: ୩୦୬୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୦୯
– ସ୍ଥାନୀୟ ଅଞ୍ଚଳରୁ୧୨୫୮
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୨୯
୨- ବାଲେଶ୍ୱର ଜିଲ୍ଲାରୁ – ୧୪୬
୩- ବରଗଡ଼ ଜିଲ୍ଲାରୁ – ୬୯
୪- ଭଦ୍ରକ ଜିଲ୍ଲାରୁ – ୫୯
୫- ବଲାଙ୍ଗୀର ଜିଲ୍ଲାରୁ – ୭୮
୬- ବୌଦ୍ଦ ଜିଲ୍ଲାରୁ – ୪୫
୭- କଟକ ଜିଲ୍ଲାରୁ – ୨୩୦
୮- ଦେବଗଡ଼ ଜିଲ୍ଲାରୁ – ୧୫
୯- ଢେଙ୍କାନାଳ ଜିଲ୍ଲାରୁ – ୯୧
୧୦- ଗଜପତି ଜିଲ୍ଲାରୁ – ୨୧
୧୧- ଗଞ୍ଜାମ ଜିଲ୍ଲାରୁ – ୩୪
୧୨- ଜଗତସିଂହପୁର ଜିଲ୍ଲାରୁ – ୮୪
୧୩- ଯାଜପୁର ଜିଲ୍ଲାରୁ – ୬୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୯୬
୧୫- କଳାହାଣ୍ଡି ଜିଲ୍ଲାରୁ – ୫୪
୧୬- କନ୍ଧମାଳ ଜିଲ୍ଲାରୁ – ୮୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯୪
୧୮- କେନ୍ଦୁଝର ଜିଲ୍ଲାରୁ – ୮୧
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୫୫୫
୨୦- କୋରାପୁଟ ଜିଲ୍ଲାରୁ – ୫୫
୨୧- ମାଲକାନଗିରି : ୨୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୩
୨୩- ନବରଙ୍ଗପୁର ଜିଲ୍ଲାରେ: ୫୮
୨୪- ନୟାଗଡ଼ ଜିଲ୍ଲାରୁ – ୬୮
୨୫- ନୂଆପଡ଼ା ଜିଲ୍ଲାରୁ – ୮୫
୨୬- ପୁରୀ ଜିଲ୍ଲାରୁ – ୧୭୮
୨୭- ରାୟଗଡ଼ା ଜିଲ୍ଲାରୁ – ୪୧
୨୮- ସମ୍ବଲପୁର ଜିଲ୍ଲାରୁ – ୯୮
୨୯- ସୋନପୁର ଜିଲ୍ଲାରୁ – ୨୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୬୨
୩୧- State Pool: ୨୧୧
– ନୂଆ ସୁସ୍ଥ ହୋଇଥିଲେ୪୦୧୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୦୦୮୫୨
– ମୋଟ ଆକ୍ରାନ୍ତ ୨୧୫୬୭୬
– ମୋଟ ସୁସ୍ଥ ହେଲେଣି ୧୭୭୫୮୫
– ସକ୍ରୀୟ ଆକ୍ରାନ୍ତ – ୩୭୨୧୦