Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ମଧୁବାବୁଙ୍କ ଜୟନ୍ତୀ ପାଳନ

ନୟାଗଡ଼ରେ ମଧୁବାବୁଙ୍କ ଜୟନ୍ତୀ ପାଳନ

19

ନୟାଗଡ଼, ୨୮ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଜିଲ୍ଲାସ୍ତରୀୟ ଉତ୍କଳ ଗୈରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଳା ସୂ ଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଳ, ରାଜ୍ୟ ଉତ୍କଳ ସମ୍ମିଳନୀର ସଭାପତି ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବସନ୍ତ କୁମାର ତ୍ରିପାଠୀ, ଜିଲ୍ଲା ଉତ୍କଳ ସଭାନେତ୍ରୀ ବସିରନ୍ ବିବି, ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଓଳିଲ ସଂଘର ସଂପାଦକ କାଳୁ ଚରଣ ସ୍ୱାଇଁଙ୍କ ସମେତ ବିଶିଷ୍ଠ ବ୍ୟକ୍ତିମାନେ ମଧୁବାବୁଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାପର୍ଣ କରିବା ପରେ ତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ପରେ ପରେ ପ୍ରଖ୍ୟାତ ସାହିତ୍ୟିକ ତଥା କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.