Home ଓଡ଼ିଶା OAS ସ୍ତରରେ ଅଦଳ ବଦଳ

OAS ସ୍ତରରେ ଅଦଳ ବଦଳ

39

ଭୁବନେଶ୍ୱର ୩୧-୩ (ଓଡ଼ିଆ ପୁଅ) ପଞ୍ଚାୟତ ଏବଂ ପୌର ନିର୍ବାଚନ ପରେ ଓଓଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ସରକାର। ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ତେବେ
– କ୍ଷୀରାବ୍ଦୀ ବେହେରା ହୋଇଛନ୍ତି ନୂତନ ଅତିରିକ୍ତ ପିଡି (ଆଡମିନ), DRDA, ମାଲକାନଗିରି।
– ତ୍ରିନାଥ ମାଝି ନୂତନ PA, ITDA, ମାଲକାନଗିରି।
– ଫାଲ୍ଗୁନି ମାଝି ନୂଆ PA, ITDA, ପାରାଲାଖେମୁଣ୍ଡି, ଗଜପତି।
– କଲ୍ପତରୁ ବେହେରା ନୂତନ ଅତିରିକ୍ତ କମିଶନର, ସିଏମସି।
– ଅଭିନାଶ ରାଉତ ନୂତନ ରେଜିଷ୍ଟ୍ରାର୍ (ଆଡମିନିଷ୍ଟ୍ରେସନ), ଏସସିବି କଟକ।
– ଦିଲୀପ କୁମାର ମହାରାଣା ନୂତନ OSD, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ
ବାବରେ ନୂଚନ ନିଯୁକ୍ତି ମିଳିଛି>

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.