Home ଅପରାଧ ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ ଦୋଷୀ ପବନର କ୍ୟୁରେଟିଭ୍ ପିଟିସନ୍ ଖାରଜ

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ ଦୋଷୀ ପବନର କ୍ୟୁରେଟିଭ୍ ପିଟିସନ୍ ଖାରଜ

954

ନୂଆଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନଙ୍କୁ ସୁପ୍ରିମକୋର୍ଟରୁ ଝଟକା ମିଳିଛି। ପବନର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

ସୂଚନାଯୋଗ୍ୟଯେ, ସୁପ୍ରିମକୋର୍ଟରେ ପବନ ଆବେଦନ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲା ଏହି ଆବେଦନରେ ସେ ଉଲ୍ଲେଖ କରିଥିଲାଯେ, ଅପରାଧ ସମୟରେ ସେ ନାବାଳକ ଥିଲା। ଏହାକୁ କୋର୍ଟ ଏହାକୁ ଖାରଜ କରିଛନ୍ତି। ଏଭଳି ପରିସ୍ଥିତିରେ ଆସନ୍ତାକାଲି ଫାଶୀଦଣ୍ଡ ପାଇଁ ଆଉ ଏକ ରାସ୍ତା ସ୍ପଷ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.