Home Top News ରାଜ୍ୟରେ ୪୭୬୧ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨୦, ଜାଣନ୍ତୁ କେଉଁ ଜାଲ୍ଲାରୁ କେତେ?

ରାଜ୍ୟରେ ୪୭୬୧ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨୦, ଜାଣନ୍ତୁ କେଉଁ ଜାଲ୍ଲାରୁ କେତେ?

91

ରାଜ୍ୟରେ ୪୭୬୧ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨୦, ଜାଣନ୍ତୁ କେଉଁ ଜାଲ୍ଲାରୁ କେତେ?
ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ) ରାଜ୍ୟରେ ୪୭୬୧ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୭୮୫ ଏବଂ ସ୍ଥାନୀୟ ଅଞ୍ଚଳରୁ୧୯୭୬ ଚିହ୍ନଟ ହୋଇଛନ୍ତି। ଗତକାଲି ସୁସ୍ଥ ହୋଇଛନ୍ତି ୧୫୦୩ ଜଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭୪୬୪ କୁ ବୃଦ୍ଧି ପାଇଛି। ସକ୍ରୀୟ ସଂକ୍ରମିତ ଅଛନ୍ତି ୨୭୮୨୧ ଜଣ।

ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୯୬୬୮୪୦୧
– ମୋଟ ସୁସ୍ଥ ହୋଲେଣି ୩୪୭୬୩୭

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୮୧
୨- ବାଲେଶ୍ୱର ଜିଲ୍ଲାରୁ – ୮୪
୩- ବରଗଡ଼ ଜିଲ୍ଲାରୁ – ୧୯୮
୪- ଭଦ୍ରକ ଜିଲ୍ଲାରୁ – ୬୩
୫- ବଲାଙ୍ଗୀର ଜିଲ୍ଲାରୁ – ୩୨୨
୬- ବୌଦ୍ଦ ଜିଲ୍ଲାରୁ – ୨୩
୭- କଟକ ଜିଲ୍ଲାରୁ – ୧୭୬
୮- ଦେବଗଡ଼ ଜିଲ୍ଲାରୁ – ୩୧
୯- ଢେଙ୍କାନାଳ ଜିଲ୍ଲାରୁ – ୬
୧୦- ଗଜପତି ଜିଲ୍ଲାରୁ – ୩୧
୧୧- ଗଞ୍ଜାମ ଜିଲ୍ଲାରୁ – ୪୯
୧୨- ଜଗତସିଂହପୁର ଜିଲ୍ଲାରୁ – ୨୨
୧୩- ଯାଜପୁର ଜିଲ୍ଲାରୁ – ୮୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୩୪
୧୫- କଳାହାଣ୍ଡି ଜିଲ୍ଲାରୁ – ୧୬୭
୧୬- କନ୍ଧମାଳ ଜିଲ୍ଲାରୁ – ୨୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୦
୧୮- କେନ୍ଦୁଝର ଜିଲ୍ଲାରୁ – ୧୦୩
୧୯- ଖୋର୍ଦ୍ଧାରୁ ୮୨୦
୨୦- କୋରାପୁଟ ଜିଲ୍ଲାରୁ – ୩୧
୨୧- ମାଲକାନଗିରି : ୬
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୮୬
୨୩- ନବରଙ୍ଗପୁର ଜିଲ୍ଲାରେ: ୧୫୪
୨୪- ନୟାଗଡ଼ ଜିଲ୍ଲାରୁ – ୬୩
୨୫- ନୂଆପଡ଼ା ଜିଲ୍ଲାରୁ – ୫୩୪
୨୬- ପୁରୀ ଜିଲ୍ଲାରୁ – ୧୯୩
୨୭- ରାୟଗଡ଼ା ଜିଲ୍ଲାରୁ – ୬୦
୨୮- ସମ୍ବଲପୁର ଜିଲ୍ଲାରୁ – ୧୮୩
୨୯- ସୋନପୁର ଜିଲ୍ଲାରୁ – ୪୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୬୭୩
୩୧- State Pool:୧୬୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.