Home Top News ରାଜ୍ୟରେ ୪୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨୦, ୫ ମୃତ – ଜାଣନ୍ତୁ ଜିଲ୍ଲାୱାରୀ...

ରାଜ୍ୟରେ ୪୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨୦, ୫ ମୃତ – ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ

87

ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ) ରାଜ୍ୟରେ ୪୭୬୧ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୭୮୫ ଏବଂ ସ୍ଥାନୀୟ ଅଞ୍ଚଳରୁ୧୯୭୬ ଚିହ୍ନଟ ହୋଇଛନ୍ତି। ଗତକାଲି ସୁସ୍ଥ ହୋଇଛନ୍ତି ୧୫୦୩ ଜଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭୪୬୪ କୁ ବୃଦ୍ଧି ପାଇଛି। ସକ୍ରୀୟ ସଂକ୍ରମିତ ଅଛନ୍ତି ୨୭୮୨୧ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୯୬୬୮୪୦୧। ମୋଟ ସୁସ୍ଥ ହୋଲେଣି ୩୪୭୬୩୭

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୮୧
୨- ବାଲେଶ୍ୱର ଜିଲ୍ଲାରୁ – ୮୪
୩- ବରଗଡ଼ ଜିଲ୍ଲାରୁ – ୧୯୮
୪- ଭଦ୍ରକ ଜିଲ୍ଲାରୁ – ୬୩
୫- ବଲାଙ୍ଗୀର ଜିଲ୍ଲାରୁ – ୩୨୨
୬- ବୌଦ୍ଦ ଜିଲ୍ଲାରୁ – ୨୩
୭- କଟକ ଜିଲ୍ଲାରୁ – ୧୭୬
୮- ଦେବଗଡ଼ ଜିଲ୍ଲାରୁ – ୩୧
୯- ଢେଙ୍କାନାଳ ଜିଲ୍ଲାରୁ – ୬
୧୦- ଗଜପତି ଜିଲ୍ଲାରୁ – ୩୧
୧୧- ଗଞ୍ଜାମ ଜିଲ୍ଲାରୁ – ୪୯
୧୨- ଜଗତସିଂହପୁର ଜିଲ୍ଲାରୁ – ୨୨
୧୩- ଯାଜପୁର ଜିଲ୍ଲାରୁ – ୮୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୩୪
୧୫- କଳାହାଣ୍ଡି ଜିଲ୍ଲାରୁ – ୧୬୭
୧୬- କନ୍ଧମାଳ ଜିଲ୍ଲାରୁ – ୨୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୦
୧୮- କେନ୍ଦୁଝର ଜିଲ୍ଲାରୁ – ୧୦୩
୧୯- ଖୋର୍ଦ୍ଧାରୁ ୮୨୦
୨୦- କୋରାପୁଟ ଜିଲ୍ଲାରୁ – ୩୧
୨୧- ମାଲକାନଗିରି : ୬
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୮୬
୨୩- ନବରଙ୍ଗପୁର ଜିଲ୍ଲାରେ: ୧୫୪
୨୪- ନୟାଗଡ଼ ଜିଲ୍ଲାରୁ – ୬୩
୨୫- ନୂଆପଡ଼ା ଜିଲ୍ଲାରୁ – ୫୩୪
୨୬- ପୁରୀ ଜିଲ୍ଲାରୁ – ୧୯୩
୨୭- ରାୟଗଡ଼ା ଜିଲ୍ଲାରୁ – ୬୦
୨୮- ସମ୍ବଲପୁର ଜିଲ୍ଲାରୁ – ୧୮୩
୨୯- ସୋନପୁର ଜିଲ୍ଲାରୁ – ୪୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୬୭୩
୩୧- State Pool:୧୬୦

୫ ମୃତ
ଆଜି କରୋନା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ନୂଆପଡ଼ାରୁ ୩ ଜଣ ଏବଂ କେନ୍ଦୁଝର ଓ ରାୟଗଡ଼ାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
ଜିଲ୍ଲାୱାରୀ ତଥ୍ୟ –
ଅନୁଗୁଳ ଜିଲ୍ଲାରୁ ୧୨, ୩୪୨ [+୮୧] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୪୯୬ [+୮୧] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୧୧, ୮୦୯ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୩୭ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରୁ ୧୩, ୫୧୯ [+୮୪] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୮୩୮ [+୮୪] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୧୨, ୫୮୦ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୯୬ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରୁ ୧୨, ୬୫୦ [+୧୯୮] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧, ୩୮୩ [+୧୯୮] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୧୧, ୨୨୪ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୪୩ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରୁ ୮, ୦୩୬ [+୬୩] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୩୮୪ [+୬୩] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୭, ୬୨୨ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୨୬ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗିର ଜିଲ୍ଲାରୁ ୧୦, ୩୯୬ [+୩୨୨] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧, ୧୭୨ [+୩୨୨] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୯, ୧୭୭ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୪୭ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲାରୁ ୨, ୯୧୮ [+୨୩] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୮୮ [+୨୩] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୨, ୮୧୯ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୧୧ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରୁ ୩୧, ୩୧୮ [+୧୭୬] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧, ୪୨୮ [+୧୭୬] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୨୯, ୭୪୪ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୧୪୨ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରୁ ୧, ୬୧୯ [+୩୧] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧୪୬ [+୩୧] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୧, ୪୬୮ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୫ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରୁ ୫, ୮୮୬ [+୬] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧୨୫ [+୬] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୫, ୭୩୨ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୨୯ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲାରୁ ୪, ୩୭୬ [+୩୧] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୨୨୫ [+୩୧] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୪, ୧୧୮ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୩୨ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରୁ ୨୨, ୬୬୦ [+୪୯] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୩୯୦ [+୪୯] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୨୨, ୦୧୧ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୨୫୧ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରୁ ୯, ୪୮୩ [+୨୨] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୨୩୯ [+୨୨] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୯, ୨୦୬ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୩୮ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରୁ ୧୩, ୧୩୪ [+୮୬] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୫୨୭ [+୮୬] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୧୨, ୫୮୦ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୨୬ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରୁ ୯, ୩୬୮ [+୨୩୪] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧, ୦୩୨ [+୨୩୪] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୮, ୩୦୮ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୨୮ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରୁ ୮, ୪୧୮ [+୧୬୭] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧, ୩୭୬ [+୧୬୭] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୭, ୦୦୭ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୩୫ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରୁ ୬, ୧୩୪ [+୨୫] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧୪୦ [+୨୫] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୫, ୯୬୧ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୩୩ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରୁ ୯, ୪୦୬ [+୫୦] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୨୦୦ [+୫୦] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୯, ୧୭୬ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୨୯ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରୁ ୮, ୯୧୬ [+୧୦୩] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୫୬୭ [+୧୦୨] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୮, ୩୦୮ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୩୯ [+୧] ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରୁ ୫୯, ୩୩୭ [+୮୨୦] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୪, ୪୭୦ [+୮୨୦] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୫୪, ୫୧୬ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୩୪୧ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୧।

କୋରାପୁଟ ଜିଲ୍ଲାରୁ ୮, ୧୬୮ [+୩୧] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧୮୬ [+୩୧] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୭, ୯୬୬ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୧୬ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରୁ ୫, ୨୮୮ [+୬] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୩୦ [+୬] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୫, ୨୩୦ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୨୫ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରୁ ୧୫, ୨୮୪ [+୮୬] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୬୦୮ [+୮୬] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୧୪, ୫୮୩ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୯୦ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରୁ ୬, ୯୮୨ [+୧୫୪] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୯୧୩ [+୧୫୪] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୬, ୦୫୩ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୧୪ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରୁ ୬, ୮୦୬ [+୬୩] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୨୩୫ [+୬୩] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୬, ୫୨୪ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୪୫ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରୁ ୧୧, ୦୦୫ [+୫୩୪] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧, ୭୮୩ [+୫୩୧] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୯, ୧୯୦ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୩୨ [+୩] ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରୁ ୧୫, ୯୪୦ [+୧୯୩] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧, ୧୩୩ [+୧୯୩] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୧୪, ୬୮୫ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୧୧୯ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରୁ ୯, ୦୨୭ [+୬୦] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୩୪୧ [+୫୯] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୮, ୬୪୦ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୪୬ [+୧] ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରୁ ୧୨, ୧୫୧ [+୧୮୩] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧, ୫୧୪ [+୧୮୩] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୧୦, ୫୫୭ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୮୦ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରୁ ୫, ୦୩୩ [+୪୭] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୧୭୬ [+୪୭] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୪, ୮୩୬ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୨୧ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରୁ ୨୨, ୧୧୨ [+୬୭୩] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୪, ୬୯୬ [+୬୭୩] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୧୭, ୨୩୫ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୧୭୭ ଜଣଙ୍ଗର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

State Pool ରୁ ୯, ୭୫୨ [+୧୬୦] ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୯୮୦ [+୧୬୦] ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ୮, ୭୭୨ ଜଣ ଆରୋଗ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.