ad
Coronavirus Outbreak

ଆଜି ରାଜ୍ୟରେ ୨୫୪୬ ନୂଆ କରୋନା ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୫୨୨୩୯ କୁ ବୃଦ୍ଧି

ଭୁବନେଶ୍ୱର ୧୧-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୨୫୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତ ୨୫୨୨୩୯ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

ନୂଆ କରୋନା ଆକ୍ରାନ୍ତ: ୨୫୪୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୦୪
– ସ୍ଥାନୀୟ ଅଞ୍ଚଳରୁ୧୦୪୨
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୨୦୮
୨- ବାଲେଶ୍ୱର ଜିଲ୍ଲାରୁ – ୧୦୩
୩- ବରଗଡ଼ ଜିଲ୍ଲାରୁ – ୯୨
୪- ଭଦ୍ରକ ଜିଲ୍ଲାରୁ – ୩୪
୫- ବଲାଙ୍ଗୀର ଜିଲ୍ଲାରୁ – ୮୫
୬- ବୌଦ୍ଦ ଜିଲ୍ଲାରୁ – ୩୭
୭- କଟକ ଜିଲ୍ଲାରୁ – ୧୩୪
୮- ଦେବଗଡ଼ ଜିଲ୍ଲାରୁ – ୧୪
୯- ଢେଙ୍କାନାଳ ଜିଲ୍ଲାରୁ – ୨୫
୧୦- ଗଜପତି ଜିଲ୍ଲାରୁ – ୧୦
୧୧- ଗଞ୍ଜାମ ଜିଲ୍ଲାରୁ – ୩୪
୧୨- ଜଗତସିଂହପୁର ଜିଲ୍ଲାରୁ – ୮୬
୧୩- ଯାଜପୁର ଜିଲ୍ଲାରୁ – ୯୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୭
୧୫- କଳାହାଣ୍ଡି ଜିଲ୍ଲାରୁ – ୭୫
୧୬- କନ୍ଧମାଳ ଜିଲ୍ଲାରୁ – ୪୯
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୫
୧୮- କେନ୍ଦୁଝର ଜିଲ୍ଲାରୁ – ୪୩
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୪୧୦
୨୦- କୋରାପୁଟ ଜିଲ୍ଲାରୁ – ୭୨
୨୧- ମାଲକାନଗିରି : ୨୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୦
୨୩- ନବରଙ୍ଗପୁର ଜିଲ୍ଲାରେ: ୬୦
୨୪- ନୟାଗଡ଼ ଜିଲ୍ଲାରୁ – ୪୮
୨୫- ନୂଆପଡ଼ା ଜିଲ୍ଲାରୁ –
୨୬- ପୁରୀ ଜିଲ୍ଲାରୁ – ୭୦
୨୭- ରାୟଗଡ଼ା ଜିଲ୍ଲାରୁ – ୨୧
୨୮- ସମ୍ବଲପୁର ଜିଲ୍ଲାରୁ – ୮୪
୨୯- ସୋନପୁର ଜିଲ୍ଲାରୁ – ୪୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬୧
୩୧- State Pool: ୮୬
– ନୂଆ ସୁସ୍ଥ ହୋଇଥିଲେ୩୮୮୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୭୫୫୬୭୧
– ମୋଟ ଆକ୍ରାନ୍ତ ୨୫୨୨୩୯
– ମୋଟ ସୁସ୍ଛ ହୋଲେଣି ୨୨୪୨୭୩
– ସକ୍ରୀୟ ଆକ୍ରାନ୍ତ – ୨୬୮୯୧

 

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top