Home Coronavirus Outbreak ଆଜି ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ – ମୋଟ ମୃତକ ୧୦୨୨ କୁ ବୃଦ୍ଧି

ଆଜି ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ – ମୋଟ ମୃତକ ୧୦୨୨ କୁ ବୃଦ୍ଧି

70

ଭୁବନେଶ୍ୱର ୧୧-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ । ମୋଟ ମୃତକଙ୍କ ସଂଖ୍ୟା ୧୦୨୨ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
ବାଲେଶ୍ୱର ଜିଲ୍ଲାର ୪ ଜଣ
ଖୋର୍ଧା ଜିଲ୍ଲାର ୫ ଜଣ (ଭୁବନେଶ୍ୱରର ୩ ଜଣ)
ଢ଼େଙ୍କାନାଳ ଜିଲ୍ଲାର ୨ ଜଣ
ଗଜପତି ଜିଲ୍ଲାର ଜଣେ
କଳାହାଣ୍ଡି ଜିଲ୍ଲାର ଜଣେ
କେନ୍ଦ୍ରାପଡା ଜିଲ୍ଲାର ଜଣେ
କୋରାପୁଟ ଜିଲ୍ଲାର ଜଣେ
ପୁରୀ ଜିଲ୍ଲାର ଜଣେ

ମୃତକଙ୍କ ବିଷୟରେ –
୧ – ବାଲେଶ୍ୱର ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କା ମହିଳା ଯିଏକି ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।
୨- ବାଲେଶ୍ୱର ଜିଲ୍ଲାର ଜଣେ ୮୪ ବର୍ଷ ବୟସ୍କ ପୁରୁଷ।
୩- ବାଲେଶ୍ୱର ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।
୪- ବାଲେଶ୍ୱରର ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୫- ଭୁବନେଶ୍ୱରର ୬୭ ବର୍ଷ ବୟସ୍କା ମହିଳା।
୬- ଭୁବନେଶ୍ୱରର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୭- ଭୁବନେଶ୍ୱରର ଜଣେ ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮- ଢ଼େଙ୍କାନାଳ ଜିଲ୍ଲାର ୬୬ ବର୍ଷ ବୟସ୍କ ପୁରୁଷ।
୯- ଢ଼େଙ୍କାନାଳ ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷ।

୧୦- ଗଜପତି ଜିଲ୍ଲାର ୭୦ ବର୍ଷ ବୟସ୍କା ମହିଳା।

୧୧- କଳାହାଣ୍ଡି ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୨- କେନ୍ଦ୍ରାପଡା ଜିଲ୍ଲାର ଜଣେ ୭୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୧୩- ଖୋର୍ଧା ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କା ମହିଳା।
୧୪- ଖୋର୍ଧା ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ଡାଇବେଟିସ୍ କେଟୋଏସିଡୋସିସ୍ ଏବଂ ଆକ୍ୟୁଟ୍ କିଡନୀ ଆଘାତରେ ମଧ୍ୟ ପୀଡିତ ଥିଲେ।

୧୫- କୋରାପୁଟ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୬- ପୁରୀ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.