Home Coronavirus Outbreak ରାଜ୍ୟରେ ଆଜି ୨୨୭୫ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୫୬୯୩୭ କୁ ବୃଦ୍ଧି

ରାଜ୍ୟରେ ଆଜି ୨୨୭୫ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୫୬୯୩୭ କୁ ବୃଦ୍ଧି

98

ଭୁବନେଶ୍ୱର ୧୩-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୨୭୫ ନୂଆ ଆକ୍ରାନ୍ତ। ମୋଟ ଆକ୍ରାନ୍ତ ୨୫୬୯୩୭ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ : ୨୨୭୫

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୩୧୮

– ସ୍ଥାନୀୟ ଅଞ୍ଚଳରୁ୯୫୭

 

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୩୬

୨- ବାଲେଶ୍ୱର ଜିଲ୍ଲାରୁ –  ୧୧୧

୩- ବରଗଡ଼ ଜିଲ୍ଲାରୁ –  ୬୪

୪- ଭଦ୍ରକ ଜିଲ୍ଲାରୁ –  ୫୦

୫- ବଲାଙ୍ଗୀର ଜିଲ୍ଲାରୁ –  ୭୭

୬- ବୌଦ୍ଦ ଜିଲ୍ଲାରୁ –  ୨୧

୭- କଟକ ଜିଲ୍ଲାରୁ –  ୧୪୪

୮- ଦେବଗଡ଼ ଜିଲ୍ଲାରୁ –  ୧୫

୯- ଢେଙ୍କାନାଳ ଜିଲ୍ଲାରୁ –  ୨୭

୧୦- ଗଜପତି ଜିଲ୍ଲାରୁ –  ୬

୧୧- ଗଞ୍ଜାମ ଜିଲ୍ଲାରୁ –  ୩୬

୧୨- ଜଗତସିଂହପୁର ଜିଲ୍ଲାରୁ –  ୫୫

୧୩- ଯାଜପୁର ଜିଲ୍ଲାରୁ –  ୮୨

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୧୦୦

୧୫- କଳାହାଣ୍ଡି ଜିଲ୍ଲାରୁ –  ୬୪

୧୬- କନ୍ଧମାଳ ଜିଲ୍ଲାରୁ –  ୫୦

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୮

୧୮- କେନ୍ଦୁଝର ଜିଲ୍ଲାରୁ –  ୩୭

୧୯- ଖୋର୍ଦ୍ଧା ଜିଲ୍ଲାରୁ: ୩୬୪

୨୦- କୋରାପୁଟ ଜିଲ୍ଲାରୁ –  ୩୯

୨୧- ମାଲକାନଗିରି : ୫୩

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୧୦

୨୩- ନବରଙ୍ଗପୁର ଜିଲ୍ଲାରେ: ୩୯

୨୪- ନୟାଗଡ଼ ଜିଲ୍ଲାରୁ –  ୩୧

୨୫- ନୂଆପଡ଼ା ଜିଲ୍ଲାରୁ –  ୬୯

୨୬- ପୁରୀ ଜିଲ୍ଲାରୁ –  ୭୧

୨୭- ରାୟଗଡ଼ା ଜିଲ୍ଲାରୁ –  ୩୩

୨୮- ସମ୍ବଲପୁର ଜିଲ୍ଲାରୁ –  ୫୬

୨୯- ସୋନପୁର ଜିଲ୍ଲାରୁ –  ୫୦

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୫୦

୩୧- State Pool: ୬୭

– ନୂଆ ସୁସ୍ଥ ହୋଇଥିଲେ୨୫୭୭

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୮୩୬୮୨୫

– ମୋଟ ଆକ୍ରାନ୍ତ ୨୫୬୯୩୭

– ମୋଟ ସୁସ୍ଛ ହୋଲେଣି ୨୩୦୧୯୨

– ସକ୍ରୀୟ ଆକ୍ରାନ୍ତ –  ୨୫୬୩୫

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.