Home Top News ସଂଘ ପ୍ରମୂଖ ଡ. ମୋହନ୍ ଭାଗବତଙ୍କ ୭ ଦିନିଆ ଓଡ଼ିଶା ଗସ୍ତ ..

ସଂଘ ପ୍ରମୂଖ ଡ. ମୋହନ୍ ଭାଗବତଙ୍କ ୭ ଦିନିଆ ଓଡ଼ିଶା ଗସ୍ତ ..

30

ନୂଆଦିଲ୍ଲୀ/ନାଗପୁର/ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ୭ ଦିନିଆ ଓଡ଼ିଶା ଗସ୍ତରେ ଆସି ଜୁଲାଇ ୩୧ ତାରିଖ ଦିନ ଭୁବନେଶ୍ୱରରେ ପହଁଚିବେ। ଡ. ଭାଗବତ ୭ ଦିନ ଓଡ଼ିଶା ଗସ୍ତ ସମୟରେ ସ୍ୱାମୀ ବିବେକାନନ୍ଦ କେନ୍ଦ୍ରର କାର୍ଯ୍ୟକ୍ରମରେ ଯୋଗଦେବା ସହ ପୁରୀ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ଏହାପରେ ଡ. ଭାଗବତ ୭ ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୬ ତାରିଖ ଦିନ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆରଏସ୍ଏସ୍ ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.