Home ଓଡ଼ିଶା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର T20, ୱାନଡେ ଏବଂ ଟେଷ୍ଟ ଟିମ୍ ଘୋଷଣା କଲା ବିସିସିଆଇ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର T20, ୱାନଡେ ଏବଂ ଟେଷ୍ଟ ଟିମ୍ ଘୋଷଣା କଲା ବିସିସିଆଇ

90

ନୂଆ ଦିଲ୍ଲୀ ୨୬-୧୦ (ଓଡ଼ିଆ ପୁଅ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର T20, ୱାନଡେ ଏବଂ ଟେଷ୍ଟ ଟିମ୍ ଘୋଷଣା କଲା ବିସିସିଆଇ।
T-20 : ବିରାଟ କୋହଲି, ଶିଖର ଧାୱନ, ମାୟଙ୍କ ଅଗ୍ରୱାଲ, କେ ଏଲ୍ ରାହୁଲ(vc & wk), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍, ରବିନ୍ଦ୍ର ଜାଡେଜା, ଡବ୍ଲୁ ସୁନ୍ଦର, ଯୁଜଭେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା, ମୋହମ୍ମଦ ଶାମି, ନବଦୀପ ସାଇନି, ଡି ଚହର, ବରୁଣ ଚକ୍ରବର୍ତ୍ତୀ

ୱାନ ଡେ ଟିମ୍ – ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମାନ ଗିଲ, କେ ଲ୍ ରାହୁଲ (vc & wk), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମାୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ଶାମି, ନବଦୀପ ସାଇନି, ଶାର୍ଦ୍ଦୁଲ ଠାକୁର।

ଟେଷ୍ଟ ଦଳ – ବିରାଟ କୋହଲି (ଅଧିନାୟକ), ମାୟଙ୍କ ଅଗ୍ରୱାଲ, ପୃଥ୍ୱୀ ସ, କେ ଏଲ୍ ରାହୁଲ, ଚେତେଶ୍ୱର, ଅଜିଙ୍କ୍ୟ (ଭିସି), ହନୁମା ବିହାରୀ, ଶୁଭମାନ ଗିଲ, ସାହା (wk), ଋଷଭ ପନ୍ତ (wk), ବୁମରା, ମୋହମ୍ମଦ ଶାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ମୋହମ୍ମଦ ସିରାଜ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.