Home ଓଡ଼ିଶା ସୌମ୍ୟା ମିଶ୍ର ଅଗ୍ନିଶମ ଅତିରିକ୍ତ ଡିଜି ନିଯୁକ୍ତ

ସୌମ୍ୟା ମିଶ୍ର ଅଗ୍ନିଶମ ଅତିରିକ୍ତ ଡିଜି ନିଯୁକ୍ତ

141

ଭୁବନେଶ୍ୱର (ଓଡ଼ିଆ ପୁଅ): ୧୯୯୪ ବ୍ୟାଚ୍  ତେଲେଙ୍ଗାନା କ୍ୟାଡ଼ର ଆଇପିଏସ୍ ଡଃ ସୌମ୍ୟା ମିଶ୍ର ଓଡ଼ିଶା ଡେପୁଟେସନରେ ଆସିବା ପରେ ତାଙ୍କୁ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଅତିରିକ୍ତ ଡିଜି ଭାବେ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ଓଡ଼ିଶାର ପ୍ରଥମ ମହିଳା ଆଇପିଏସ୍ ଅଫିସର, ହାଇଦ୍ରାବାଦରେ ତେଲେଙ୍ଗାନା ପୁଲିସର କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟରେ କାର୍ଯ୍ୟ କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.