Home Coronavirus Outbreak ଦେଶରେ ୭୦, ୫୮୯ ନୂଆ କରୋନା ଆକ୍ରାନ୍ତ, ୭୭୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୯୬, ୩୧୮...

ଦେଶରେ ୭୦, ୫୮୯ ନୂଆ କରୋନା ଆକ୍ରାନ୍ତ, ୭୭୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୯୬, ୩୧୮ କୁ ବୃଦ୍ଧି

45

ନୂଆ ଦିଲ୍ଲୀ ୨୯-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୦, ୫୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୭୭୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧, ୪୫, ୨୯୨ କୁ ବୃଦ୍ଧି ପାଇଛି ଓ ୯, ୪୭, ୫୭୬ ସକ୍ରୀୟ ଥିବାବେଳେ ଏବଂ ୫୧, ୦୧, ୩୯୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୯୬, ୩୧୮ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.