ad
Coronavirus Outbreak

ଦେଶରେ ୭୦, ୫୮୯ ନୂଆ କରୋନା ଆକ୍ରାନ୍ତ, ୭୭୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୯୬, ୩୧୮ କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୯-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୦, ୫୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୭୭୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧, ୪୫, ୨୯୨ କୁ ବୃଦ୍ଧି ପାଇଛି ଓ ୯, ୪୭, ୫୭୬ ସକ୍ରୀୟ ଥିବାବେଳେ ଏବଂ ୫୧, ୦୧, ୩୯୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୯୬, ୩୧୮ କୁ ବୃଦ୍ଧି ପାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top