Home Coronavirus Outbreak ଦେଶରେ ୬୭, ୧୫୧ ନୂଆ କରୋନା ଆକ୍ରାନ୍ତ, ୧, ୦୫୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୯,...

ଦେଶରେ ୬୭, ୧୫୧ ନୂଆ କରୋନା ଆକ୍ରାନ୍ତ, ୧, ୦୫୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୯, ୪୪୯ କୁ ବୃଦ୍ଧି

172

ନୂଆ ଦିଲ୍ଲୀ ୨୬-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୭, ୧୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୫୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨, ୩୪, ୪୭୫ କୁ ବୃଦ୍ଧି ପାଇଛି ଓ ୭, ୦୭, ୨୬୭ ଜଣ ସକ୍ରୀୟ ଥିବାବେଳେ ଏବଂ ୨୪, ୬୭, ୭୫୯ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୫୯, ୪୪୯ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.