Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୮୭୬୦୨...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୮୭୬୦୨ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

209

ଭୁବନେଶ୍ୱର ୨୬-୮ (ଓଡ଼ିଆ ପୁଅ)  ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୮୭୬୦୨ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୪୭

– ନୂଆ ଆକ୍ରାନ୍ତ : ୩୩୭୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୦୫୩
– ସ୍ଥାନୀୟ ଅଞ୍ଚଳରୁ୧୩୧୮

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୬୩
୨- ବାଲେଶ୍ୱର ଜିଲ୍ଲାରୁ – ୯୮
୩- ବରଗଡ଼ ଜିଲ୍ଲାରୁ – ୯୮
୪- ଭଦ୍ରକ ଜିଲ୍ଲାରୁ – ୧୧୪
୫- ବଲାଙ୍ଗୀର ଜିଲ୍ଲାରୁ – ୭୬
୬- ବୌଦ୍ଦ ଜିଲ୍ଲାରୁ – ୪
୭- କଟକ ଜିଲ୍ଲାରୁ – ୩୫୭
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୬୭
୧୦- ଗଜପତି ଜିଲ୍ଲାରୁ – ୪୧
୧୧- ଗଞ୍ଜାମ ଜିଲ୍ଲାରୁ – ୧୯୬
୧୨- ଜଗତସିଂହପୁର ଜିଲ୍ଲାରୁ – ୯୫
୧୩- ଯାଜପୁର ଜିଲ୍ଲାରୁ – ୧୭୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୯୩
୧୫- କଳାହାଣ୍ଡି ଜିଲ୍ଲାରୁ – ୨୮
୧୬- କନ୍ଧମାଳ ଜିଲ୍ଲାରୁ – ୪୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୬
୧୮- କେନ୍ଦୁଝର ଜିଲ୍ଲାରୁ – ୭୪
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୪୭
୨୦- କୋରାପୁଟ ଜିଲ୍ଲାରୁ – ୯୧
୨୧- ମାଲକାନଗିରି : ୧୩୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୯୨
୨୩- ନବରଙ୍ଗପୁର ଜିଲ୍ଲାରେ: ୬୫
୨୪- ନୟାଗଡ଼ ଜିଲ୍ଲାରୁ – ୧୭୧
୨୫- ନୂଆପଡ଼ା ଜିଲ୍ଲାରୁ – ୧୫
୨୬- ପୁରୀ ଜିଲ୍ଲାରୁ – ୧୪୪
୨୭- ରାୟଗଡ଼ା ଜିଲ୍ଲାରୁ – ୧୪୬
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୭
୨୯- ସୋନପୁର ଜିଲ୍ଲାରୁ – ୩
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୫୪

– ନୂଆ ସୁସ୍ଥ ହୋଇଥିଲେ୨୫୪୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୪, ୮୫, ୧୬୭
– ମୋଟ ଆକ୍ରାନ୍ତ ୮୭୬୦୨
– ମୋଟ ସୁସ୍ଥ ହେଲେଣି ୫୯୪୭୦
– ସକ୍ରୀୟ ଆକ୍ରାନ୍ତ – ୨୭୬୩୮

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.