Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୮୯୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨,୭୯୬...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୮୯୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨,୭୯୬ ମୃତ

34

ନୂଆ ଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୮୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୯,୧୫୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୮୬୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୦,୬୦,୭୭୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୬,୯୧୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୪୭୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୩୩,୨୫୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୧୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୭୯୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୩,୩୨୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୮୬୩%

ଆରୋଗ୍ୟ ହୋଇଛନ୍ତି ୯୮.୩୪୭୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୭, ୬୧, ୮୩, ୦୬୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧, ୦୪, ୧୮, ୭୦୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୪, ୭୨, ୫୨, ୮୫୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୨୬, ୦୬୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୫୩ ୧୨୯
ଆନ୍ଧ୍ରପ୍ରଦେଶ ୨୧୪୯ ୨୦୫୬୯୭୯ ୧୯୧ ୧୪୪୪୮
ଅରୁଣାଚଳ ପ୍ରଦେଶ ୩୨ ୫୪୯୭୬ ୨୮୦
ଆସାମ ୨୫୫୧ ୬୦୮୮୦୮ ୯୫ ୬୧୧୬
ବିହାର ୨୨ ୭୧୪୧୧୯ ୨୪୧୫ ୧୨୦୯୦ ୨୪୨୬
ଚଣ୍ଡିଗଡ଼ ୬୦ ୬୪୬୦୧ ୮୨୦
ଛତିଶଗଡ ୩୨୬ ୯୯୩୦୨୩ ୩୯ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୩୨୨ ୧୪୧୫୮୭୫ ୬୧ ୨୫୦୯୮
୧୦ ଗୋଆ ୩୯୪ ୧୭୫୩୪୪ ୨୧ ୩୩୮୭
୧୧ ଗୁଜୁରାଟ ୩୨୬ ୮୧୭୨୩୯ ୩୬ ୧୦୦୯୪
୧୨ ହରିୟାଣା ୧୮୦ ୭୬୧୫୬୩ ୧୯ ୧୦୦୫୪
୧୩ ହିମାଚଳ ପ୍ରଦେଶ ୮୦୦ ୨୨୨୮୩୧ ୭୫ ୩୮୫୨
୧୪ ଜାମ୍ମୁ କାଶ୍ମୀର ୧୭୩୧ ୩୩୧୪୩୬ ୧୭୯ ୪୪୭୯
୧୫ ଝାଡଖଣ୍ଡ ୧୧୫ ୩୪୪୦୬୧ ୧୨ ୫୧୪୧
୧୬ କର୍ଣ୍ଣାଟକ ୭୦୪୧ ୨୯୫୨୩୭୮ ୨୭୭ ୩୮୨୨୪
୧୭ କେରଳ ୪୪୪୨୭ ୫୦୭୫୬୦୫ ୫୧୦୮ ୪୧୪୩୯ ୩୧୫
୧୮ ଲଦାଖ ୨୯୮ ୨୧୧୭୦ ୨୭ ୨୧୫
୧୯ ଲକ୍ଷଦୀପ ୧୦ ୧୦୩୪୩ ୧୩ ୫୧
୨୦ ମଧ୍ୟପ୍ରଦେଶ ୧୪୨ ୭୮୨୫୬୨ ୧୦ ୧୦୫୨୮
୨୧ ମହାରାଷ୍ଟ୍ର ୧୦୮୦୩ ୬୪୮୬୧୦୫ ୭୭୦ ୧୪୧୧୬୩ ୧୪
୨୨ ମଣିପୁର ୩୬୨ ୧୨୨୯୮୫ ୩୪ ୧୯୮୧
୨୩ ମେଘାଳୟ ୨୪୬ ୮୨୮୫୩ ୬୮ ୧୪୭୫
୨୪ ମିଜୋରାମ ୩୫୫୫ ୧୩୨୩୦୨ ୩୪୬ ୫୦୫
୨୫ ନାଗାଲାଣ୍ଡ ୧୨୬ ୩୧୩୧୧ ୬୯୯
୨୬ ଓଡ଼ିଶା ୨୧୭୯ ୧୦୩୯୪୬୧ ୨୫୭ ୮୪୨୦
୨୭ ପୁଡୁଚେରୀ ୨୯୪ ୧୨୬୮୮୭ ୩୨ ୧୮୭୫
୨୮ ପଞ୍ଜାବ ୩୪୭ ୫୮୬୪୯୬ ୫୨ ୧୬୬୦୮
୨୯ ରାଜସ୍ଥାନ ୨୧୩ ୯୪୫୭୦୬ ୨୭ ୮୯୫୫
୩୦ ସିକ୍କିମ୍ ୨୧୩ ୩୧୭୪୧ ୪୦୫
୩୧ ତାମିଲନାଡୁ ୮୦୭୦ ୨୬୮୫୨୦୩ ୭୫୩ ୩୬୫୧୯
୩୨ ତେଲେଙ୍ଗାନା ୩୭୭୯ ୬୬୯୦୧୦ ୧୫୬ ୩୯୯୮
୩୩ ତ୍ରିପୁରା ୯୧ ୮୩୯୩୭ ୮୨୫
୩୪ ଉତ୍ତରାଖଣ୍ଡ ୧୭୩ ୩୩୬୭୬୧ ୨୧ ୭୪୧୧
୩୫ ଉତ୍ତରପ୍ରଦେଶ ୧୧୬ ୧୬୮୭୪୨୪ ୨୨୯୧୧
୩୬ ପଶ୍ଚିମବଙ୍ଗ ୭୬୫୬ ୧୫୯୧୪୪୭ ୬୨୪ ୧୯୫୩୪ ୧୧
ମୋଟ ୯୯୧୫୫ ୩୪୦୬୦୭୭୪ ୬୯୧୮ ୪୭୩୩୨୬ ୨୭୯୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.