Home Coronavirus Outbreak ରାଜ୍ୟରେ ଆଜି ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ

49

ଭୁବନେଶ୍ୱର ୫ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୧୮୯
୦-୧୮ ବର୍ଷର : ୨୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୩
– ସ୍ଥାନୀୟ ଅଞ୍ଚଳରୁ୭୬
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୩
୩- ବରଗଡ଼ ଜିଲ୍ଲାରୁ – ୧
୪- ଭଦ୍ରକ ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୯
୬- ଦେବଗଡ଼ ଜିଲ୍ଲାରୁ – ୨
୭- ଢେଙ୍କାନାଳ ଜିଲ୍ଲାରୁ – ୩
୮- ଗଜପତି ଜିଲ୍ଲାରୁ – ୨
୯- ଗଞ୍ଜାମ ଜିଲ୍ଲାରୁ – ୩
୧୦- ଜଗତସିଂହପୁର ଜିଲ୍ଲାରୁ – ୨
୧୧- ଯାଜପୁର ଜିଲ୍ଲାରୁ – ୧୪
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୪- ଖୋର୍ଦ୍ଧାରୁ: ୮୩
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୧୬- ପୁରୀ ଜିଲ୍ଲାରୁ – ୨
୧୭- ସମ୍ବଲପୁର ଜିଲ୍ଲାରୁ – ୧୨
୧୮- ସୋନପୁର ଜିଲ୍ଲାରୁ – ୧
୧୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨
୨୦- State Pool: ୧୯
– ନୂଆ ସୁସ୍ଥ ହୋଇଥିଲେ୨୫୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୦୨୩୯୫୫
– ମୋଟ ଆକ୍ରାନ୍ତ ୧୦୫୦୨୪୯
– ମୋଟ ସୁସ୍ଛ ହୋଲେଣି ୧୦୩୯୪୬୧
– ସକ୍ରୀୟ ଆକ୍ରାନ୍ତ – ୨୩୧୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.