Home ଓଡ଼ିଶା ICAI CA ପରୀକ୍ଷା ୨୦୨୦: ଆଗକୁ ଘୁଞ୍ଚିଲା ସିଏ ପରୀକ୍ଷା ତାରିଖ, ଏବେ ପଢ଼ନ୍ତୁ ନୂଆ...

ICAI CA ପରୀକ୍ଷା ୨୦୨୦: ଆଗକୁ ଘୁଞ୍ଚିଲା ସିଏ ପରୀକ୍ଷା ତାରିଖ, ଏବେ ପଢ଼ନ୍ତୁ ନୂଆ ତାରଖ

66

ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ICAI, CA ପରୀକ୍ଷା ୨୦୨୦ ପୁଣି ସ୍ଥଗିତ ହୋଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଚଳିତ ବର୍ଷର ICAI CA ପରୀକ୍ଷା ୨୦୨୦ କୁ ପୁଣି ଥରେ ଆଗକୁ ବଢ଼ାଇଛି। ଏହାପୂର୍ବରୁ ଏହି ପରୀକ୍ଷା ୦୧ ରୁ ୧୮ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବାର ଥିଲା, ଏବେ ଏହା ୨୧ ନଭେମ୍ବରରୁ ୧୪ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହି ତାରିଖରେ CA ପରୀକ୍ଷା ଅନୁଷ୍ଠିତ ହେବ। ପୁରୀକ୍ଷା ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ ଏବଂ ଅପରାହ୍ନ ଦୁଇଟାରୁ ଆରମ୍ଭ ହେବ।

ଏହା ପୂର୍ବରୁ ଅନୁଷ୍ଠାନ ଏକ ଘୋଷଣା କରିଛିଯେ, ICAI CA ନଭେମ୍ବର ପରୀକ୍ଷା ୨୦୨୦ ର ବିହାର ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ପରିବର୍ତ୍ତନ କରାଯାଇଛି। ବିହାର ନିର୍ବାଚନ ଯୋଗୁଁ ଏହି ପରିବର୍ତ୍ତନ କରାଯାଇଛି। ବାସ୍ତବରେ, ICAAI CA ପରୀକ୍ଷା ହେବାକୁ ଥିବା କେତେକ ତାରିଖରେ ସେଠାରେ ବିଧାନସଭା ନିର୍ବାଚନ ହେଉଛି। ଛାତ୍ରମାନଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ICAI ସେଠାରେ ଥିବା ଛାତ୍ରମାନଙ୍କ ପାଇଁ ପରୀକ୍ଷା ତାରିଖ ପରିବର୍ତ୍ତନ କରିଛି। ପୂର୍ବରୁ ଏହି ପରୀକ୍ଷା ୨, ୩, ୬, ଏବଂ ୭ ନଭେମ୍ବରରେ ହେବାର ଥିଲା, ଯାହା ବର୍ତ୍ତମାନ ୧୯, ୨୧, ୨୩ ଏବଂ ୨୫ ନଭେମ୍ବରରେ ଅନୁଷ୍ଠିତ ହେବ।

ପରୀକ୍ଷା ପରିବର୍ତ୍ତନ କାର୍ଯ୍ୟସୂଚୀ –

ପରୀକ୍ଷାର୍ଥୀମାନେ ICAI CA ନଭେମ୍ବର ପରୀକ୍ଷା ୨୦୨୦ ର ପରିବର୍ତ୍ତିତ କାର୍ଯ୍ୟସୂଚୀ ଦେଖିବାକୁ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବେ। ଏହା କରିବା ପାଇଁ ଅଫିସିଆଲ୍ ୱେବସାଇଟ୍ ଠିକଣା ହେଉଛି – icai.org ଆମେ ଏଠାରେ ଏହାର ସଂକ୍ଷିପ୍ତ ବର୍ଣ୍ଣନା ଦେଉଛୁ।

ଫାଉଣ୍ଡେସନ୍ ପାଠ୍ୟକ୍ରମ ପରୀକ୍ଷା –

୮, ୧୦, ୧୨ ଏବଂ ୧୪ ଡିସେମ୍ବର ୨୦୨୦

ଇଣ୍ଟରମିଡ଼ିଏଟ୍ କୋର୍ସ ପରୀକ୍ଷା – ପୁରୁଣା ପାଠ୍ୟକ୍ରମ ଅଧୀନରେ –

ଗ୍ରୁପ୍ I – ୨୨, ୨୪, ୨୬ ଏବଂ ୨୮ ନଭେମ୍ବର ୨୦୨୦।

ଗ୍ରୁପ୍ II – ୧, ୩ ଏବଂ ୫ ଡିସେମ୍ବର ୨୦୨୦

ଇଣ୍ଟରମିଡ଼ିଏଟ୍ କୋର୍ସ ପରୀକ୍ଷା – ନୂତନ ଯୋଜନା ଅଧୀନରେ –

ଗ୍ରୁପ୍ II – ୧, ୩, ୫ ଏବଂ ୭ ଡିସେମ୍ବର ୨୦୨୦।

ଫାଇନାଲ ପରୀକ୍ଷା – ପୁରୁଣା ପାଠ୍ୟକ୍ରମ ଅଧୀନରେ –

ଗ୍ରୁପ୍ I – ୨୧, ୨୩, ୨୫ ଏବଂ ୨୭ ନଭେମ୍ବର ୨୦୨୦।

ଗ୍ରୁପ୍ II – ୨୯ ନଭେମ୍ବର ୨୦୨୦, ୨, ୪ ଏବଂ ୬ ଡିସେମ୍ବର ୨୦୨୦।

ଫାଇନାଲ ପରୀକ୍ଷା ପରୀକ୍ଷା – ନୂତନ ଯୋଜନା ଅଧୀନରେ –

ଇନ୍ସ୍ୟୁରାନ୍ସ ଆଣ୍ଡ ରିସ୍କ ମ୍ୟାନେଜମେଣ୍ଟ ଟେକନିକାଲ ପରୀକ୍ଷା

ମଡ୍ୟୁଲ୍ I ରୁ IV, ୨୧, ୨୩, ୨୫ ଏବଂ ୨୭ ନଭେମ୍ବର ୨୦୨୦।

ITL & WTA ପ୍ରଥମ ଭାଗ ପରୀକ୍ଷା –

ଗ୍ରୁପ୍ A ୨୧ ଏବଂ ୨୩ ନଭେମ୍ବର ୨୦୨୦।

ଗ୍ରୁପ୍ ବି ୨୫ ଏବଂ ୨୭ ନଭେମ୍ବର ୨୦୨୦।

ଇଣ୍ଟରନ୍ୟାସନାଲ ଟାକ୍ସେସନ ଆସେସମେଣ୍ଟ ଟେଷ୍ଟ

୨୧ ଏବଂ ୨୩ ନଭେମ୍ବର ୨୦୨୦

Foundation course – December 8, 10, 12 and 14.
Intermediate (IPC) Courses – Under Old scheme
Group I – November 22, 24, 26 and 28
Group II – December 1, 3,5
Intermediate Course Examination – Under New Scheme
Group I – November 22,24, 26 and 28.
Group II – December 1, 3, 5 and 7
Final Course Examination – Under Old scheme
Group I – November 21, 23, 25 and 27
Group II – November 29 and December 2, 4 and 6.
Final Course Examination – Under New Scheme
Group I – November 21, 23, 25 and 27
Group II – November 29 and December 2, 4 and 6.
Insurance and Risk Management (IRM) Technical Examination
Modules 1 to IV on November 21, 23, 25 and 27
International Trade Laws and Work Trade Organisation (ITI & WTO) Part I Examination –
Group A – November 21 and 23
Group B – November 25 and 27
International Taxation – Assessment Test (Intt – AT)
November 21 and 23.

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.