Home Top News ଆଇଏସଏସ ସ୍ତରରେ ଅଦଳବଦଳ

ଆଇଏସଏସ ସ୍ତରରେ ଅଦଳବଦଳ

56

ଭୁବନେଶ୍ୱର ୨୯-୭ (ଓଡ଼ିଆ ପୁଅ): ରାଜ୍ୟ ସରକାର ବରିଷ୍ଠ ଆଇଏସଏସ ସ୍ତରରେ ଅଦଳବଦଳ କରିଛନ୍ତି।
ପର୍ଯ୍ୟଟନ ସଚିବ ବିଶାଲ ଦେବ – ଏବେ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବରେ ଦାୟୀତ୍ତ୍ୱ ନେବେ।
ଅର୍ଥ ସଚିବ ଅଶୋକ ମୀନା – ପଞ୍ଚାୟତରାଜ ସଚିବ ଓ ପାନୀୟ ଜଳ ବିଭାଗ ସଚିବ ଭାବରେ ଦାୟୀତ୍ତ୍ୱ ନେବେ।
ପଞ୍ଚାୟତରାଜ ସଚିବ ଡି.କେ ସିଂ – ଇସ୍ପାତ ଓ ଖଣି ସଚିବ ଭାବରେ ଦାୟୀତ୍ତ୍ୱ ନେବେ।
ଖଣି ସଚିବ ସୁରେନ୍ଦ୍ର କୁମାର – ଏବେ ସାଧାରଣ ପ୍ରଶାସନ ବିଭାଗର ଭାବରେ ଦାୟୀତ୍ତ୍ୱ ନେବେ ଏହା ସହ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନେଲ୍‌କ୍ରିଷ୍ଣା – କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗର ଅତିରିକ୍ତ ଦାୟିତ୍ତ୍ୱ ତୁଲାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.