Home ଓଡ଼ିଶା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କରୋନା ଆକ୍ରାନ୍ତ

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କରୋନା ଆକ୍ରାନ୍ତ

37

ନୂଆଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତିଯେ, “କିଛି ଦିନ ପୂର୍ବେ, କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସହ ଯୋଗାଯୋଗ ହେତୁ, ଗତ ଏକ ସପ୍ତାହ ଧରି ମୁଁ ମୋର ବାସଭବନରେ କ୍ୟାରେଣ୍ଟିନ୍ ଥିଲି, ଗତ ଦୁଇ ଦିନ ହେବ କରୋନାର କିଛି ଲକ୍ଷଣ ପ୍ରକାଶ ପାଇବାରୁ ମୁଁ ଆଜି କରୋନା ପରୀକ୍ଷା କରିଥିଲି, ଯାହାର ରିପୋର୍ଟ ପଜିଟିଭ ଆସିଛି।

ଡାକ୍ତରଙ୍କ ପରାମର୍ଶରେ ମୁଁ ମୋର ସରକାରୀ ବାସଭବନରେ ଆଇସୋଲେଟ ରହୁଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.