Home ଓଡ଼ିଶା ସତର୍କ ସୂଚନା – ଏହି ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

ସତର୍କ ସୂଚନା – ଏହି ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

4208

ଭୁବନେଶ୍ୱର ୪-୬ (ଓଡ଼ିଆ ପୁଅ) ଆଜି ରାତି ୮ଟା ୩୦ ସୁଦ୍ଧା ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ। ନିମ୍ନ ଲିଖିତ ୧୫ ଟି ଜିଲ୍ଲାରେ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି।।

ତେବେ ଏହି ୧୫ଟି ଜିଲ୍ଲା ହେଲେ – ବଲାଙ୍ଗିର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କଟକ, ଯାଜପୁର ଓ ବାଲେଶ୍ୱର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.