Home ଓଡ଼ିଶା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

182

ପାଟଣା ୧୪-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବୁଢ଼ୀକା ପୁଡି ପଞ୍ଚାୟତ ବେଲପଶି ଗ୍ରାମ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଆତ୍ମହତ୍ୟାର ସଠିକ କରି ଜଣାପଡିନଥିବା ବେଳେ ଯୁବକ ଜଣକ ଶଶୁର ଘର ବେଲପଶି କୁ ଲକ୍ଷ୍ମୀପୂଜା ଦେଖିବା ପାଇଁ ରବିବାର ବୁଲିବାକୁ ଆସିଥିଲେ। ବିଳମ୍ବିତ ରାତିରେ ଗଛରେ ରଶିଲଗାଇ ଆତ୍ମହତ୍ୟା କରିଛନ୍ତି।ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଆଦିପୁର ଗ୍ରାମର ଉମେଶ ଦାସ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଚି ମୃତଦେହ କୁ ଜବତ କରି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.