Home ଓଡ଼ିଶା ଦିଲ୍ଲୀ କାଳିନ୍ଦି କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟ ଫର୍ଣ୍ଣିଚର ମାର୍କେଟରେ ଭୀଷଣ ଅଗ୍ନିକାଣ୍ଡ ଓଡ଼ିଶାଜାତୀୟ ଦିଲ୍ଲୀ କାଳିନ୍ଦି କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟ ଫର୍ଣ୍ଣିଚର ମାର୍କେଟରେ ଭୀଷଣ ଅଗ୍ନିକାଣ୍ଡ By Bureau - June 21, 2019 126 0 0 0 0ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ଦିଲ୍ଲୀ କାଳିନ୍ଦି କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟ ଫର୍ଣ୍ଣିଚର ମାର୍କେଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। କୌଣସି ହତାହତ ହେବାର ଖବର ମିଳିନାହିଁ। ଏହି ଅଗ୍ନିକାଣ୍ଡ ଆଜି ସକାଳେ ଘଟିଛି। Tweet 0 0 0 0