Home Top News IND Vs ENG ପ୍ରଥମ ଟେଷ୍ଟ ମ୍ୟାଚ୍: ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

IND Vs ENG ପ୍ରଥମ ଟେଷ୍ଟ ମ୍ୟାଚ୍: ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି

45

ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ଚେନ୍ନାଇର ଚେପାକ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରୋଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ପ୍ଲେଇଁ 11
ଭାରତ: ରୋହିତ ଶର୍ମା, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର),ୱାସିଂଟନ୍‌ ସୁନ୍ଦର, ଆର ଅଶ୍ୱିନ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମ୍ରା, ଏସ୍‌ ନଦୀମ୍‌।

ଇଂଲଣ୍ଡ: ରୋରି ବର୍ନସ୍, ଡୋମିନିକ୍ ସିବଲେ, ଜୋ ରୁଟ୍ (ଅଧିନାୟକ), ଡାନିଏଲ୍ ଲରେନ୍ସ, ଜୋସ୍ ବଟଲର (ୱିକେଟ୍ କିପର), ବେନ୍ ଷ୍ଟୋକ୍ସ, ଓ ପୋପେ, ଡୋମ ବେସ୍, ଜ୍ୟାକ୍ ଲିଚ୍, ଜେମ୍ସ ଆଣ୍ଡରସନ୍ ଏବଂ ଜୋଫ୍ରା ଆର୍ଚର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.