Home Coronavirus Outbreak ରାଜ୍ୟରେ ୭୫୩ ନୂଆ ଆକ୍ରାନ୍ତ, ୧୭ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ

ରାଜ୍ୟରେ ୭୫୩ ନୂଆ ଆକ୍ରାନ୍ତ, ୧୭ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ

105

ଭୁବନେଶ୍ୱର ୧୫-୧୧ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୭୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮୬୫୯ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୩୪ ଜଣ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତକାଲି ସୁସ୍ଥ ହୋଇଥିଲେ ୧୨୭୧ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୫୨୫୯୬୭୫ ଜଣ। ମୋଟ ଆକ୍ରାନ୍ତ ୩୦୮୬୫୯। ମୋଟ ସୁସ୍ଥ ହେଲେଣି ୨୯୬୫୧୬ ଜଣ। ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୧୦୫୬୩ ଜଣ।

ରାଜ୍ୟରେ ଆଜି ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧୫୨୭ କୁ ବୃଦ୍ଧି ପାଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବରଗଡ ଜିଲ୍ଲାର ୩ ଜଣ
ବୌଦ୍ଧ ଜିଲ୍ଲାର ଜଣେ
ଭୁବନେଶ୍ୱରର ୪ ଜଣ
ଢେଙ୍କାନାଳ ଜିଲ୍ଲାର ଜଣେ
କଳାହାଣ୍ଡି ଜିଲ୍ଲାର ଜଣେ
ସମ୍ବଲପୁର ଜିଲ୍ଲାର ୩ ଜଣ
ସୁନ୍ଦରଗଡ ଜିଲ୍ଲାର ୪ ଜଣ

ମୃତକଙ୍କ ବିଷୟରେ –

୧- ବରଗଡ ଜିଲ୍ଲାର ଜଣେ ୩୩ ବର୍ଷ ବୟସ୍କ ପୁରୁଷ।

୨- ବରଗଡ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩- ବରଗଡ ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ।

୪- ବୌଦ୍ଧ ଜିଲ୍ଲାର ୧୨ ବର୍ଷର ବାଳିକା।

୫- ଭୁବନେଶ୍ୱରର ୬୩ ବର୍ଷ ବୟସ୍କ ପୁରୁଷ।

୬- ଭୁବନେଶ୍ୱରର ୧୦୨ ବର୍ଷ ବୟସ୍କା ମହିଳା।

୭- ଭୁବନେଶ୍ୱରର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଯିଏ ଡାଇବେଟିସ୍ ମେଲିଟସ୍, CVA ସହିତ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୮- ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗରେ ମଧୁମେହ ରୋଗରେ ପୀଡିତ ଥିଲେ ଏବଂ ସେ CABG କରିଥିଲେ।

୯- ଢ଼େଙ୍କାନାଳ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ।

୧୦- କଳାହାଣ୍ଡି ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୧- ସମ୍ବଲପୁର ଜିଲ୍ଲାର ୫୩ ବର୍ଷ ବୟସ୍କା ମହିଳା ଯିଏ କି ଓରାଲ୍ କର୍କଟରେ ପୀଡିତ ଥିଲେ।

୧୨- ସମ୍ବଲପୁର ଜିଲ୍ଲାର ୬୩ ବର୍ଷ ବୟସ୍କ ପୁରୁଷ।

୧୩- ସମ୍ବଲପୁର ଜିଲ୍ଲାର ୫୮ ବର୍ଷ ବୟସ୍କ ପୁରୁଷ।

୧୪- ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏକି CKD ରେ ପୀଡିତ ଥିଲେ।

୧୫- ସୁନ୍ଦରଗଡ ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କା ମହିଳା।

୧୬- ସୁନ୍ଦରଗଡ ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୭- ସୁନ୍ଦରଗଡ ଜିଲ୍ଲାର ୭୯ ବର୍ଷ ବୟସ୍କ ପୁରୁଷ।

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ :

୧- ଅନୁଗୁଳ ଜିଲ୍ଲାରୁ – ୪୭
୨- ବାଲେଶ୍ୱର ଜିଲ୍ଲାରୁ – ୩୨
୩- ବରଗଡ଼ ଜିଲ୍ଲାରୁ – ୩୧
୪- ଭଦ୍ରକ ଜିଲ୍ଲାରୁ – ୧୭
୫- ବଲାଙ୍ଗୀର ଜିଲ୍ଲାରୁ – ୪୧
୬- ବୌଦ୍ଦ ଜିଲ୍ଲାରୁ – ୧୨
୭- କଟକ ଜିଲ୍ଲାରୁ – ୪୧
୮- ଦେବଗଡ଼ ଜିଲ୍ଲାରୁ – ୩
୯- ଢେଙ୍କାନାଳ ଜିଲ୍ଲାରୁ – ୧୧
୧୦- ଗଜପତି ଜିଲ୍ଲାରୁ – ୩
୧୧- ଗଞ୍ଜାମ ଜିଲ୍ଲାରୁ – ୧୧
୧୨- ଜଗତସିଂହପୁର ଜିଲ୍ଲାରୁ – ୨୬
୧୩- ଯାଜପୁର ଜିଲ୍ଲାରୁ – ୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୬
୧୫- କଳାହାଣ୍ଡି ଜିଲ୍ଲାରୁ – ୪୭
୧୬- କନ୍ଧମାଳ ଜିଲ୍ଲାରୁ – ୧୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୬
୧୮- କେନ୍ଦୁଝର ଜିଲ୍ଲାରୁ – ୨୭
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୭୪
୨୦- କୋରାପୁଟ ଜିଲ୍ଲାରୁ – ୧୨
୨୧- ମାଲକାନଗିରି : ୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୫
୨୩- ନବରଙ୍ଗପୁର ଜିଲ୍ଲାରେ: ୧
୨୪- ନୟାଗଡ଼ ଜିଲ୍ଲାରୁ – ୬
୨୫- ନୂଆପଡ଼ା ଜିଲ୍ଲାରୁ – ୬୫
୨୬- ପୁରୀ ଜିଲ୍ଲାରୁ – ୩୪
୨୭- ରାୟଗଡ଼ା ଜିଲ୍ଲାରୁ – ୫
୨୮- ସମ୍ବଲପୁର ଜିଲ୍ଲାରୁ – ୨୦
୨୯- ସୋନପୁର ଜିଲ୍ଲାରୁ – ୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୭୫
୩୧- State Pool: ୧୦

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲା ରେ ୯, ୧୫୦ [+୪୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨୯ [+୪୭] ଜଣ ସକ୍ରୀୟ ଅଛନ୍ତି। ୮, ୪୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୧୧, ୦୬୮ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୮ [+୩୨] ଜଣ ସକ୍ରୀୟ ଅଛନ୍ତି। ୧୦, ୫୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୯, ୩୯୮ [+୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୭ [+୨୮] ଜଣ ସକ୍ରୀୟ ଅଛନ୍ତି। ୮, ୯୬୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୭, ୦୩୬ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୩ [+୧୭] ଜଣ ସକ୍ରୀୟ ଅଛନ୍ତି। ୬, ୮୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୭, ୫୬୮ [+୪୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୨ [+୪୧] ଜଣ ସକ୍ରୀୟ ଅଛନ୍ତି। ୭, ୧୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲା ରେ ୨, ୭୦୩ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨ [+୧୧] ଜଣ ସକ୍ରୀୟ ଅଛନ୍ତି। ୨, ୬୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲା ରେ ୨୭, ୩୩୮ [+୪୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩୭ [+୪୧] ଜଣ ସକ୍ରୀୟ ଅଛନ୍ତି। ୨୬, ୨୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲା ରେ ୧, ୧୩୭ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮ [+୩] ଜଣ ସକ୍ରୀୟ ଅଛନ୍ତି। ୧, ୧୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲା ରେ ୫, ୪୬୬ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୬ [+୧୦] ଜଣ ସକ୍ରୀୟ ଅଛନ୍ତି। ୫, ୨୮୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲା ରେ ୩, ୯୨୧ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮ [+୩] ଜଣ ସକ୍ରୀୟ ଅଛନ୍ତି। ୩, ୮୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୨୧, ୪୭୮ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯୮ [+୧୧] ଜଣ ସକ୍ରୀୟ ଅଛନ୍ତି। ୨୧, ୧୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୮, ୩୯୦ [+୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨୭ [+୨୬] ଜଣ ସକ୍ରୀୟ ଅଛନ୍ତି। ୭, ୮୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୧୧, ୩୧୮ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୯ [+୬] ଜଣ ସକ୍ରୀୟ ଅଛନ୍ତି। ୧୦, ୯୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ରେ ୬, ୮୩୭ [+୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୭ [+୨୬] ଜଣ ସକ୍ରୀୟ ଅଛନ୍ତି। ୬, ୬୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲା ରେ ୫, ୭୪୫ [+୪୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮୭ [+୪୬] ଜଣ ସକ୍ରୀୟ ଅଛନ୍ତି। ୫, ୩୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲା ରେ ୫, ୮୩୪ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨ [+୧୦] ଜଣ ସକ୍ରୀୟ ଅଛନ୍ତି। ୫, ୭୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୮, ୩୩୯ [+୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୦୦ [+୨୬] ଜଣ ସକ୍ରୀୟ ଅଛନ୍ତି। ୭, ୮୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୭, ୦୩୮ [+୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୯ [+୨୭] ଜଣ ସକ୍ରୀୟ ଅଛନ୍ତି। ୬, ୭୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୫୦, ୫୩୬ [+୭୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୩୨ [+୭୦] ଜଣ ସକ୍ରୀୟ ଅଛନ୍ତି। ୪୯, ୨୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬୭ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ରେ ୭, ୬୬୯ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୧ [+୧୨] ଜଣ ସକ୍ରୀୟ ଅଛନ୍ତି। ୭, ୪୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୫, ୦୭୯ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ [+୨] ଜଣ ସକ୍ରୀୟ ଅଛନ୍ତି। ୪, ୯୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲା ରେ ୧୨, ୪୫୬ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୧୪ [+୨୫] ଜଣ ସକ୍ରୀୟ ଅଛନ୍ତି। ୧୧, ୬୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ରେ ୫, ୫୮୫ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୮ [+୧] ଜଣ ସକ୍ରୀୟ ଅଛନ୍ତି। ୫, ୪୦୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ରେ ୬, ୨୯୩ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୮ [+୬] ଜଣ ସକ୍ରୀୟ ଅଛନ୍ତି। ୬, ୦୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲା ରେ ୬, ୪୫୫ [+୬୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮୮ [+୬୫] ଜଣ ସକ୍ରୀୟ ଅଛନ୍ତି। ୬, ୦୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲା ରେ ୧୩, ୨୩୪ [+୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨୩ [+୩୪] ଜଣ ସକ୍ରୀୟ ଅଛନ୍ତି। ୧୨, ୭୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲା ରେ ୮, ୨୨୧ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୮୯ [+୫] ଜଣ ସକ୍ରୀୟ ଅଛନ୍ତି। ୮, ୦୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲା ରେ ୮, ୪୭୧ [+୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୯ [+୧୭] ଜଣ ସକ୍ରୀୟ ଅଛନ୍ତି। ୮, ୦୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୪ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲା ରେ ୪, ୬୧୬ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୯ [+୭] ଜଣ ସକ୍ରୀୟ ଅଛନ୍ତି। ୪, ୪୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ରେ ୧୨, ୪୪୭ [+୭୫] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩୮ [+୭୧] ଜଣ ସକ୍ରୀୟ ଅଛନ୍ତି। ୧୧, ୪୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୪ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

State Pool ରେ ୭, ୮୩୩ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୬ [+୧୦] ଜଣ ସକ୍ରୀୟ ଅଛନ୍ତି। ୭, ୫୯୭ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.