Home Coronavirus Outbreak କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ – ୦୬, ଅଗଷ୍ଟ

224

ଭୁବନେଶ୍ୱର ୬-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୬୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୦, ୭୧୭ କୁ ବୃଦ୍ଧି ବୃଦ୍ଧି ପାଇଛି। ୨୯ ଜିଲ୍ଲାରୁ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୨୬ ଜଣ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁସ୍ଥ ହୋଇଥିଲେ ୧୨୫୫ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୬୦୦୫୯୧। ମୋଟ ଆକ୍ରାନ୍ତ ୪୦୭୧୭ କୁବୃଦ୍ଧି ପାଇଛି। ମୋଟ ସୁସ୍ଥ ହୋଲେଣି ୨୫୭୩୭ ଜଣ ଏବଂ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୧୪୭୦୦ ଜଣ।

ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୩୫ କୁ ବୃଦ୍ଧି ପାଇଛି।

ଭଦ୍ରକ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୩ ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ଜଣେ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ, ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଅନ୍ୟ କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି। ତେଣୁ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୪୫ କୁ ବୃଦ୍ଧିପାଇଛି।

ଗଞ୍ଜାମ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା ଯିଏ କି କୋଭିଡ୍ ପଜିଟିଭ୍ ରୋଗୀ ତାଙ୍କର କାରସିନୋମା ଗାଲ୍ ବ୍ଲାଡର୍, ଗୁରୁତର ସେପ୍ଟିକ୍ ଶକ୍ ଏବଂ ହେପାଟିକ୍ ଏନସେଫାଲୋପାଥି କାରଣରୁ ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ଗଞ୍ଜାମ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ନବରଙ୍ଗପୁର ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ପୁଲମୋନାରୀ ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

୩- ସୁନ୍ଦରଗଡ ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କା ମହିଳା।

୪- ଗଞ୍ଜାମ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୫- ନୟାଗଡ଼ ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ।

୬- ସୁନ୍ଦରଗଡ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ଅନିୟନ୍ତ୍ରିତ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୭- ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ପୁନର୍ବାର ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

୮- ଭଦ୍ରକ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯- କନ୍ଧମାଳ ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦- କେନ୍ଧୁଝର ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୬୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
– ଜାଣନ୍ତୁ କେଉଁ ଜିଲ୍ଲାରୁ –  କେତେ

୧- ଅନୁଗୁଳ ଜିଲ୍ଲାରୁ –  ୧୭

୨- ବାଲେଶ୍ୱର ଜିଲ୍ଲାରୁ –  ୧୭

୩- ବରଗଡ଼ ଜିଲ୍ଲାରୁ –  ୮୧

୪- ଭଦ୍ରକ ଜିଲ୍ଲାରୁ –  ୬୬

୫- ବଲାଙ୍ଗୀର ଜିଲ୍ଲାରୁ –  ୨୧

୬- ବୌଦ୍ଦ ଜିଲ୍ଲାରୁ –  ୮

୭- କଟକ ଜିଲ୍ଲାରୁ –  ୧୦୫

୮- ଢେଙ୍କାନାଳ ଜିଲ୍ଲାରୁ –  ୨୭

୯- ଗଜପତି ଜିଲ୍ଲାରୁ –  ୫୯

୧୦- ଗଞ୍ଜାମ ଜିଲ୍ଲାରୁ –  ୨୬୮

୧୧- ଜଗତସିଂହପୁର ଜିଲ୍ଲାରୁ –  ୧୬

୧୨- ଯାଜପୁର ଜିଲ୍ଲାରୁ –  ୪୧

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୧୦

୧୪- କଳାହାଣ୍ଡି ଜିଲ୍ଲାରୁ –  ୩୦

୧୫- କନ୍ଧମାଳ ଜିଲ୍ଲାରୁ –  ୭୪

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୭

୧୭- କେନ୍ଦୁଝର ଜିଲ୍ଲାରୁ –  ୫୬

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୨୦

୧୯- କୋରାପୁଟ ଜିଲ୍ଲାରୁ –  ୪୧

୨୦- ମାଲକାନଗିରି : ୭୨

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୨୪

୨୨- ନବରଙ୍ଗପୁର ଜିଲ୍ଲାରେ: ୧୬

୨୩- ନୟାଗଡ଼ ଜିଲ୍ଲାରୁ –  ୨୫

୨୪- ନୂଆପଡ଼ା ଜିଲ୍ଲାରୁ –  ୩

୨୫- ପୁରୀ ଜିଲ୍ଲାରୁ –  ୬୭

୨୬- ରାୟଗଡ଼ା ଜିଲ୍ଲାରୁ –  ୧୯

୨୭- ସମ୍ବଲପୁର ଜିଲ୍ଲାରୁ –  ୧୦୧

୨୮- ସୋନପୁର ଜିଲ୍ଲାରୁ –  ୧୦

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୭୮

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୦୨ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୬ [+୧୭] ଜଣ ସକ୍ରୀୟ ଅଛନ୍ତି। ୨୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୧, ୧୭୬ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୪ [+୧୭] ଜଣ ସକ୍ରୀୟ ଅଛନ୍ତି। ୮୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲାରେ ୫୬୮ [+୮୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦୪ [+୮୧] ଜଣ ସକ୍ରୀୟ ଅଛନ୍ତି। ୩୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୮୦୪ [+୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୨ [+୬୫] ଜଣ ସକ୍ରୀୟ ଅଛନ୍ତି। ୫୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୫୫୧ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୯ [+୨୧] ଜଣ ସକ୍ରୀୟ ଅଛନ୍ତି। ୩୬୨ ଜଣ ସୁସ୍ଥ ହୋଇଛନ୍ତି।

ବୌଦ୍ଦ ଜିଲ୍ଲାରେ ୧୬୨ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨ [+୮] ଜଣ ସକ୍ରୀୟ ଅଛନ୍ତି। ୧୩୦ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲାରେ ୨, ୭୩୧ [+୧୦୫] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯୨ [+୧୦୫] ଜଣ ସକ୍ରୀୟ ଅଛନ୍ତି। ୧, ୭୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୯୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩ ଜଣ ସକ୍ରୀୟ ଅଛନ୍ତି। ୮୩ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୪୫୨ [+୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୭ [+୨୭] ଜଣ ସକ୍ରୀୟ ଅଛନ୍ତି। ୧୯୫ ଜଣ ସୁସ୍ଥ ହୋଇଛନ୍ତି।

ଗଜପତିଜିଲ୍ଲାରେ ୧, ୮୩୪ [+୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୬୦ [+୫୯] ଜଣ ସକ୍ରୀୟ ଅଛନ୍ତି। ୧, ୧୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୧୨, ୦୮୦ [+୨୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୩୩୧ [+୨୬୪] ଜଣ ସକ୍ରୀୟ ଅଛନ୍ତି। ୮, ୬୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୦ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୮୨୧ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୮ [+୧୬] ଜଣ ସକ୍ରୀୟ ଅଛନ୍ତି। ୬୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୧, ୪୬୭ [+୪୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୪ [+୪୧] ଜଣ ସକ୍ରୀୟ ଅଛନ୍ତି। ୧, ୧୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୩୫୩ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫ [+୧୦] ଜଣ ସକ୍ରୀୟ ଅଛନ୍ତି। ୨୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୩୪୯ [+୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୫ [+୩୦] ଜଣ ସକ୍ରୀୟ ଅଛନ୍ତି। ୧୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୭୭୨ [+୭୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪୧ [+୭୩] ଜଣ ସକ୍ରୀୟ ଅଛନ୍ତି। ୪୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୬୦୧ [+୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୬ [+୨୭] ଜଣ ସକ୍ରୀୟ ଅଛନ୍ତି। ୪୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୯୯୨ [+୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୯ [+୫୫] ଜଣ ସକ୍ରୀୟ ଅଛନ୍ତି। ୬୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୫, ୫୩୧ [+୨୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୦୭୪ [+୨୨୦] ଜଣ ସକ୍ରୀୟ ଅଛନ୍ତି। ୨, ୪୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧, ୦୪୭ [+୪୧] ଜଣ ସଂକ୍ରମିତ ହୋଇଥିବା ବେଳେ ୫୯୦ [+୪୧] ଜଣ ସକ୍ରୀୟ ଅଛନ୍ତି। ୪୫୭ ଜଣ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ରେ ୭୭୩ [+୭୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬୭ [+୭୨] ଜଣ ସକ୍ରୀୟ ଅଛନ୍ତି। ୪୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୭୮୮ [+୨୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୧ [+୨୪] ଜଣ ସକ୍ରୀୟ ଅଛନ୍ତି। ୫୫୫ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୩୩୧ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୭୮ [+୧୫] ଜଣ ସକ୍ରୀୟ ଅଛନ୍ତି। ୨୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୮୦୨ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୬ [+୨୪] ଜଣ ସକ୍ରୀୟ ଅଛନ୍ତି। ୪୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୧୬୧ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୪ [+୩] ଜଣ ସକ୍ରୀୟ ଅଛନ୍ତି। ୧୧୭ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲାରେ ୧, ୦୫୯ [+୬୭] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୧ [+୬୭] ଜଣ ସକ୍ରୀୟ ଅଛନ୍ତି। ୬୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧, ୧୭୩ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୩ [+୧୯] ଜଣ ସକ୍ରୀୟ ଅଛନ୍ତି। ୬୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୮୩୬ [+୧୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯୪ [+୧୦୧] ଜଣ ସକ୍ରୀୟ ଅଛନ୍ତି। ୩୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୧୨୩ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩୯ [+୧୦] ଜଣ ସକ୍ରୀୟ ଅଛନ୍ତି। ୮୪ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ୧, ୮୮୨ [+୧୭୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୪ [+୧୭୬] ଜଣ ସକ୍ରୀୟ ଅଛନ୍ତି। ୧, ୧୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.