Home Coronavirus Outbreak ରାଜ୍ୟରେ ୬୫୯୯ ନୂଆ ଆକ୍ରାନ୍ତ, ୯ ଜଣଙ୍କର ମୃତ୍ୟୁ – ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ –

ରାଜ୍ୟରେ ୬୫୯୯ ନୂଆ ଆକ୍ରାନ୍ତ, ୯ ଜଣଙ୍କର ମୃତ୍ୟୁ – ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ –

92

ଭୁବନେଶ୍ୱର ୨୬-୪ (ଓଡ଼ିଆ ପୁଅ) ରାଜ୍ୟରେ ୬୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୮୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୭୭୨ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୯ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି। ମୋଟ କୋରନା ମୃତକଙ୍କ ସଂଖ୍ୟା ୧୯୯୭ କୁ ବୃଦ୍ଧି ପାଇଛି।

ଭଦ୍ରକ ଜିଲ୍ଲା, କଟକ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝରରୁ ୨ ଜଣ ଏବଂ ଖୋର୍ଦ୍ଦା ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ଆକ୍ରାନ୍ତ: ୬୫୯୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୮୨୭
– ସ୍ଥାନୀୟ ଅଞ୍ଚଳରୁ୨୭୭୨

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୧୮୭
୨- ବାଲେଶ୍ୱର ଜିଲ୍ଲାରୁ – ୧୩୭
୩- ବରଗଡ଼ ଜିଲ୍ଲାରୁ – ୨୦୩
୪- ଭଦ୍ରକ ଜିଲ୍ଲାରୁ – ୮୭
୫- ବଲାଙ୍ଗୀର ଜିଲ୍ଲାରୁ – ୯୮
୬- ବୌଦ୍ଦ ଜିଲ୍ଲାରୁ – ୭୦
୭- କଟକ ଜିଲ୍ଲାରୁ – ୪୮୮
୮- ଦେବଗଡ଼ ଜିଲ୍ଲାରୁ – ୩୮
୯- ଢେଙ୍କାନାଳ ଜିଲ୍ଲାରୁ – ୨୦
୧୦- ଗଜପତି ଜିଲ୍ଲାରୁ – ୮୧
୧୧- ଗଞ୍ଜାମ ଜିଲ୍ଲାରୁ – ୩୨୩
୧୨- ଜଗତସିଂହପୁର ଜିଲ୍ଲାରୁ – ୯୩
୧୩- ଯାଜପୁର ଜିଲ୍ଲାରୁ – ୨୩୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୩୬
୧୫- କଳାହାଣ୍ଡି ଜିଲ୍ଲାରୁ – ୫୧୮
୧୬- କନ୍ଧମାଳ ଜିଲ୍ଲାରୁ – ୩୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩୮
୧୮- କେନ୍ଦୁଝର ଜିଲ୍ଲାରୁ – ୧୬୬
୧୯- ଖୋର୍ଦ୍ଧାରୁ : ୯୫୮
୨୦- କୋରାପୁଟ ଜିଲ୍ଲାରୁ – ୬୯
୨୧- ମାଲକାନଗିରି : ୨୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୮୦
୨୩- ନବରଙ୍ଗପୁର ଜିଲ୍ଲାରେ: ୨୨୧
୨୪- ନୟାଗଡ଼ ଜିଲ୍ଲାରୁ – ୯୧
୨୫- ନୂଆପଡ଼ା ଜିଲ୍ଲାରୁ – ୫୫୧
୨୬- ପୁରୀ ଜିଲ୍ଲାରୁ – ୧୪୫
୨୭- ରାୟଗଡ଼ା ଜିଲ୍ଲାରୁ – ୧୧୭
୨୮- ସମ୍ବଲପୁର ଜିଲ୍ଲାରୁ – ୨୨୬
୨୯- ସୋନପୁର ଜିଲ୍ଲାରୁ – ୧୨୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୪୩୪
୩୧- State Pool: ୨୦୧

– ନୂଆ ସୁସ୍ଥ ହୋଇଥିଲେ୩୪୬୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୯୧୭୮୯୪
– ମୋଟ ଆକ୍ରାନ୍ତ ୪୧୪୦୫୬
– ମୋଟ ସୁସ୍ଥ ହେଲେଣି ୩୬୨୯୩୧
– ସକ୍ରୀୟ ଆକ୍ରାନ୍ତ – ୪୯୦୭୫

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୧୩, ୨୪୧ [+୧୮୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୨୬ [+୧୮୭] ଜଣ ସକ୍ରୀୟ ଅଛନ୍ତି। ୧୨, ୦୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୧୪, ୦୨୦ [+୧୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨୫ [+୧୩୭] ଜଣ ସକ୍ରୀୟ ଅଛନ୍ତି। ୧୨, ୯୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲାରେ ୧୪, ୨୨୭ [+୨୦୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୩୨୦ [+୨୦୩] ଜଣ ସକ୍ରୀୟ ଅଛନ୍ତି। ୧୧, ୮୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୮, ୪୮୧ [+୮୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩୬ [+୮୬] ଜଣ ସକ୍ରୀୟ ଅଛନ୍ତି। ୭, ୮୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀରରେ ୧୧, ୫୮୧ [+୯୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୭୬୨ [+୯୮] ଜଣ ସକ୍ରୀୟ ଅଛନ୍ତି। ୯, ୭୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲାରେ ୩, ୧୩୯ [+୭୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୬ [+୭୦] ଜଣ ସକ୍ରୀୟ ଅଛନ୍ତି। ୨, ୮୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୩୩, ୫୩୨ [+୪୮୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୯୯୬ [+୪୮୭] ଜଣ ସକ୍ରୀୟ ଅଛନ୍ତି। ୩୦, ୩୮୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୧, ୮୨୯ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୨ [+୩୮] ଜଣ ସକ୍ରୀୟ ଅଛନ୍ତି। ୧, ୬୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୬, ୦୧୨ [+୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦୦ [+୨୦] ଜଣ ସକ୍ରୀୟ ଅଛନ୍ତି। ୫, ୭୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲାରେ ୪, ୭୬୮ [+୮୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୪ [+୮୧] ଜଣ ସକ୍ରୀୟ ଅଛନ୍ତି। ୪, ୩୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୨୩, ୬୩୧ [+୩୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୪୮ [+୩୨୨] ଜଣ ସକ୍ରୀୟ ଅଛନ୍ତି। ୨୨, ୩୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁରରେ ୯, ୮୭୮ [+୯୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨୪ [+୯୩] ଜଣ ସକ୍ରୀୟ ଅଛନ୍ତି। ୯, ୩୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୧୪, ୧୩୧ [+୨୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୭୨ [+୨୩୭] ଜଣ ସକ୍ରୀୟ ଅଛନ୍ତି। ୧୨, ୮୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୧୧, ୩୦୭ [+୪୩୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୩୨୬ [+୪୩୬] ଜଣ ସକ୍ରୀୟ ଅଛନ୍ତି। ୮, ୯୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୧୦, ୮୩୧ [+୫୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୨୩୩ [+୫୧୮] ଜଣ ସକ୍ରୀୟ ଅଛନ୍ତି। ୭, ୫୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୬, ୩୧୫ [+୩୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୬ [+୩୫] ଜଣ ସକ୍ରୀୟ ଅଛନ୍ତି। ୬, ୦୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୯, ୬୮୪ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୭ [+୩୮] ଜଣ ସକ୍ରୀୟ ଅଛନ୍ତି। ୯, ୨୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝରରେ ୯, ୯୧୧ [+୧୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୮୫୮ [+୧୬୪] ଜଣ ସକ୍ରୀୟ ଅଛନ୍ତି। ୯, ୦୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୧ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୬୫, ୧୪୪ [+୯୫୮] ଜଣ ସଂକ୍ରମିତ ହୋଇଥିବା ବେଳେ ୮, ୩୮୩ [+୯୫୫] ଜଣ ସକ୍ରୀୟ ଅଛନ୍ତି। ୫୬, ୪୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୭ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୮, ୫୪୦ [+୬୯] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬୮ [+୬୯] ଜଣ ସକ୍ରୀୟ ଅଛନ୍ତି। ୮, ୦୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୫, ୪୨୭ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୫ [+୨୨] ଜଣ ସକ୍ରୀୟ ଅଛନ୍ତି। ୫, ୨୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୧୬, ୦୭୩ [+୧୮୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୯୩ [+୧୮୦] ଜଣ ସକ୍ରୀୟ ଅଛନ୍ତି। ୧୪, ୮୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୮, ୪୦୩ [+୨୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୭୯୨ [+୨୨୧] ଜଣ ସକ୍ରୀୟ ଅଛନ୍ତି। ୬, ୫୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୭, ୩୫୩ [+୯୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬୭୬ [+୯୧] ଜଣ ସକ୍ରୀୟ ଅଛନ୍ତି। ୬, ୬୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୧୩, ୯୩୬ [+୫୫୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୭୯୫ [+୫୫୧] ଜଣ ସକ୍ରୀୟ ଅଛନ୍ତି। ୧୧, ୧୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୧୭, ୪୭୫ [+୧୪୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୦୯୩ [+୧୪୫] ଜଣ ସକ୍ରୀୟ ଅଛନ୍ତି। ୧୫, ୨୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୯, ୬୨୪ [+୧୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୨୯ [+୧୧୭] ଜଣ ସକ୍ରୀୟ ଅଛନ୍ତି। ୮, ୮୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୧୩, ୪୯୫ [+୨୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୧୧୩ [+୨୨୬] ଜଣ ସକ୍ରୀୟ ଅଛନ୍ତି। ୧୧, ୩୦୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୫, ୩୪୫ [+୧୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭୪ [+୧୨୯] ଜଣ ସକ୍ରୀୟ ଅଛନ୍ତି। ୪, ୯୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୨୫, ୭୪୬ [+୪୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫, ୮୮୮ [+୪୩୩] ଜଣ ସକ୍ରୀୟ ଅଛନ୍ତି। ୧୯, ୬୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

State Pool ରେ ୧୦, ୯୭୭ [+୨୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୭୮୫ [+୨୦୧] ଜଣ ସକ୍ରୀୟ ଅଛନ୍ତି। ୯, ୧୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.