Home Coronavirus Outbreak କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ – ୧୦, ଜୁଲାଇ

236

ଭୁବନେଶ୍ୱର ୧୦-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୭୫୫ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୧୯୫୬ କୁ ବୃଦ୍ଧି ହୋଇଛି। ରାଜ୍ୟରେ ପୁଣି କରୋନା ନେଇଛି ୪ ମୁଣ୍ଡ। କରୋନା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କାରଣରୁ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ତେବେ ଗଞ୍ଜାମରୁ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଗତକାଲି ସୁସ୍ଥ ହୋଇଥିଲେ ୪୦୧ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୨୧୪୪୩। ରାଜ୍ୟରେ ମୋଟ ମୋଟ ସୁସ୍ଥ ହେଲେଣି ୭୪୦୭ ଜଣ ଏବଂ ରାଜ୍ୟରେ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୪୪୭୬ ଜଣ।

କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୬ କୁ ବୃଦ୍ଧି ପାଇଥିବା ବେଳେ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୧୭ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କରୋନା ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଛି।

ଜାଣନ୍ତୁ ମୃତକଙ୍କ ବିଷୟରେ –

୧- ଗଞ୍ଜାମ ଜିଲ୍ଲାର ୪୧ ବର୍ଷର ପୁରୁଷ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨- ଗଞ୍ଜାମ ଜିଲ୍ଲାର ୫୮ ବର୍ଷର ପୁରୁଷ।
୩- ଗଞ୍ଜାମ ଜିଲ୍ଲାର ୪୮ ବର୍ଷର ପୁରୁଷ, ମଧୁମେହରେ ମଧ୍ୟ ପୀଡିତ ଥିଲେ।
୪- ଗଞ୍ଜାମ ଜିଲ୍ଲାର ୩୨ ବର୍ଷର ପୁରୁଷ, ମଧୁମେହରେ ମଧ୍ୟ ପୀଡିତ ଥିଲେ।

ଅନ୍ୟାନ୍ୟ କାରଣରୁ ଦୁଇଜଣ କୋଭିଡ୍-19 ପଜିଟିଭ୍ ରୋଗୀଙ୍କର ମୃତ୍ୟୁ ହୋଇଛି

୧- ଫୁସଫୁସ କର୍କଟ କାରଣରୁ ସୁନ୍ଦରଗଡ ଜିଲ୍ଲାର ୫୭ ବର୍ଷର ପୁରୁଷଙ୍କର ମୃତ୍ୟୁ ହୋଇଛି।
୨- ମେଟାଷ୍ଟାସିସ୍ ସହିତ ବ୍ଲାଡରର କର୍କଟ ହେତୁ ଭଦ୍ରକ ଜିଲ୍ଲାର ୭୦ ବର୍ଷର ପୁରୁଷଙ୍କର ମୃତ୍ୟୁ ହୋଇଛି।

ଆଜି ରାଜ୍ୟରେ ୭୫୫ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୧୯୫୬ କୁ ବୃଦ୍ଧି ହୋଇଛି।

– ନୂଆ ଆକ୍ରାନ୍ତ: ୭୫୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୦୮
– ସ୍ଥାନୀୟ ଅଞ୍ଚଳରୁ୨୪୭
– ୨୩ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ – ୩୨୦

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୩

୨- ବାଲେଶ୍ୱର ଜିଲ୍ଲାରୁ – ୯

୩- ବରଗଡ଼ ଜିଲ୍ଲାରୁ – ୧

୪- ଭଦ୍ରକ ଜିଲ୍ଲାରୁ – ୨

୫- ବଲାଙ୍ଗୀର ଜିଲ୍ଲା: ୧୨

୬- କଟକ ଜିଲ୍ଲାରୁ – ୫୫

୭- ଦେବଗଡ଼ ଜିଲ୍ଲାରୁ – ୪

୮- ଢେଙ୍କାନାଳ ଜିଲ୍ଲାରୁ – ୪

୯- ଗଜପତି ଜିଲ୍ଲାରୁ – ୩୦

୧୦- ଗଞ୍ଜାମ ଜିଲ୍ଲାରୁ – ୩୨୦

୧୧- ଜଗତସିଂହପୁର ଜିଲ୍ଲାରୁ – ୫

୧୨- ଯାଜପୁର ଜିଲ୍ଲାରୁ – ୮୬

୧୩- କନ୍ଧମାଳ ଜିଲ୍ଲାରୁ – ୨

୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫

୧୫- କେନ୍ଦୁଝର ଜିଲ୍ଲାରୁ – ୩୨

୧୬- ଖୋର୍ଦ୍ଧା ଜିଲ୍ଲାରୁ : ୫୯

୧୭- କୋରାପୁଟ ଜିଲ୍ଲାରୁ – ୫

୧୮- ମାଲକାନଗିରି : ୧୮

୧୯- ମୟୁରଭଞ୍ଜ ଜିଲ୍ଲାରୁ – ୧୨

୨୦- ନୟାଗଡ଼ ଜିଲ୍ଲାରୁ – ୧୬

୨୧- ପୁରୀ ଜିଲ୍ଲାରୁ – ୧୧

୨୨- ସମ୍ବଲପୁର ଜିଲ୍ଲାରୁ – ୨

୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୬୨

ଜିଲ୍ଲାୱାରୀ ତଥ୍ୟ –
ଅନୁଗୁଳ ଜିଲ୍ଲାରେ ୧୨୨ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୩] ଜଣ ସକ୍ରୀୟ ଅଛନ୍ତି। ୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୫୦୫ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୫ [+୯] ଜଣ ସକ୍ରୀୟ ଅଛନ୍ତି। ୩୫୮ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲାରେ ୧୬୮ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩ [+୧] ଜଣ ସକ୍ରୀୟ ଅଛନ୍ତି। ୧୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୮୦ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ [+୧] ଜଣ ସକ୍ରୀୟ ଅଛନ୍ତି। ୨୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୨୬୦ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩ [+୧୨] ଜଣ ସକ୍ରୀୟ ଅଛନ୍ତି। ୧୬୭ ଜଣ ସୁସ୍ଥ ହୋଇଛନ୍ତି।

ବୌଦ୍ଦ ଜିଲ୍ଲାରେ ୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୯ ଜଣ ସକ୍ରୀୟ ଅଛନ୍ତି। ୪୧ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲାରେ ୯୪୧ [+୫୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨୧ [+୫୫] ଜଣ ସକ୍ରୀୟ ଅଛନ୍ତି। ୬୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬୬ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫ [+୪] ଜଣ ସକ୍ରୀୟ ଅଛନ୍ତି। ୬୧ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୯୫ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ [+୪] ଜଣ ସକ୍ରୀୟ ଅଛନ୍ତି। ୭୭ ଜଣ ସୁସ୍ଥ ହୋଇଛନ୍ତି।

ଗଜପତିଜିଲ୍ଲାରେ ୫୬୮ [+୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୮ [+୩୦] ଜଣ ସକ୍ରୀୟ ଅଛନ୍ତି। ୪୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩, ୪୧୬ [+୩୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୭୪ [+୩୧୬] ଜଣ ସକ୍ରୀୟ ଅଛନ୍ତି। ୧, ୭୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୩୭୩ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨ [+୫] ଜଣ ସକ୍ରୀୟ ଅଛନ୍ତି। ୨୮୧ ଜଣ ସୁସ୍ଥ ହୋଇଛନ୍ତି।

ଯାଜପୁର ଜିଲ୍ଲା ରେ ୭୫୯ [+୮୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୦ [+୮୬] ଜଣ ସକ୍ରୀୟ ଅଛନ୍ତି। ୪୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୧୩୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୬ ଜଣ ସକ୍ରୀୟ ଅଛନ୍ତି। ୧୧୮ ଜଣ ସୁସ୍ଥ ହୋଇଛନ୍ତି।

କଳାହାଣ୍ଡି ଜିଲ୍ଲାରେ ୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସକ୍ରୀୟ ଅଛନ୍ତି। ୭୧ ଜଣ ସୁସ୍ଥ ହୋଇଛନ୍ତି।

କନ୍ଧମାଳ ଜିଲ୍ଲାରେ ୧୯୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯ [+୨] ଜଣ ସକ୍ରୀୟ ଅଛନ୍ତି। ୧୮୪ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୨୯୦ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧ [+୫] ଜଣ ସକ୍ରୀୟ ଅଛନ୍ତି। ୨୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୨୭୮ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୨ [+୩୨] ଜଣ ସକ୍ରୀୟ ଅଛନ୍ତି। ୧୪୫ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୧, ୧୯୪ [+୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬୭ [+୫୯] ଜଣ ସକ୍ରୀୟ ଅଛନ୍ତି। ୮୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୮୪ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭ [+୫] ଜଣ ସକ୍ରୀୟ ଅଛନ୍ତି। ୪୭ ଜଣ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ରେ ୧୩୪ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩ [+୧୮] ଜଣ ସକ୍ରୀୟ ଅଛନ୍ତି। ୭୧ ଜଣ ସୁସ୍ଥ ହୋଇଛନ୍ତି।

ମୟୁରଭଞ୍ଜ ଜିଲ୍ଲାରେ ୩୧୭ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୮ [+୧୨] ଜଣ ସକ୍ରୀୟ ଅଛନ୍ତି। ୨୦୭ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୮୯ ଜଣ ସଂକ୍ରମିତ ହୋଇଥିବା ବେଳେ ୪୩ ଜଣ ସକ୍ରୀୟ ଅଛନ୍ତି। ୪୫ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୨୮ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୭୧ [+୧୬] ଜଣ ସକ୍ରୀୟ ଅଛନ୍ତି। ୧୫୭ ଜଣ ସୁସ୍ଥ ହୋଇଛନ୍ତି।

ନୂଆପଡ଼ା ଜିଲ୍ଲାରେ ୮୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ସକ୍ରୀୟ ଅଛନ୍ତି। ୮୨ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲାରେ ୩୩୮ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨ [+୧୧] ଜଣ ସକ୍ରୀୟ ଅଛନ୍ତି। ୨୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୪୧ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୨ [+୨] ଜଣ ସକ୍ରୀୟ ଅଛନ୍ତି। ୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୧୦୮ ଜଣ ସଂକ୍ରମିତ ହୋଇଥିବା ବେଳେ ୫୩ ଜଣ ସକ୍ରୀୟ ଅଛନ୍ତି। ୫୫ ଜଣ ସୁସ୍ଥ ହୋଇଛନ୍ତି।

ସୋନପୁର ଜିଲ୍ଲାରେ ୪୪ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ସକ୍ରୀୟ ଅଛନ୍ତି। ୩୭ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ୬୧୬ [+୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨୯ [+୬୧] ଜଣ ସକ୍ରୀୟ ଅଛନ୍ତି। ୧୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.