ଭୁବନେଶ୍ୱର ୮-୩ (ଓଡ଼ିଆ ପୁଅ) ଦିଲ୍ଲୀପ ରାୟ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ଏ ନେଇ ସେ ଟ୍ୱିଟରରେ ଏହାର ସୂଚନା ଦେଇଛନ୍ତି।
ଦିଲ୍ଲୀପ ଲେଖିଛନ୍ତିଯେ, COVID ର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ନିଜର କୋଭିଡ୍ ଟେଷ୍ଟ କରିଥିଲି ଏବଂ ରିପୋର୍ଟଟି ପଜିଟିଭ୍ ଆସିଛି। ମୋର ସ୍ୱାସ୍ଥ୍ୟ ଭଲ ଅଛି ଏବଂ ଡାକ୍ତରଙ୍କ ପରାମର୍ଶରେ ମୁଁ ନିଜକୁ ଆଇସୋଲେଟ୍ କରିଛି। ସମସ୍ତଙ୍କୁ ଭୂତାଣୁ ପ୍ରତି ସତର୍କ ରହିବାକୁ ଅନୁରୋଧ।
On getting the initial symptoms of COVID, I got myself tested and the report was positive. My health is fine and on the advice of doctors, I have isolated myself. Request everyone to be careful against the virus. Complacency can put us as well as our near ones at risk!!!
— Dilip ray (@DilipRayOdisha) March 8, 2021