Home Coronavirus Outbreak ଆଜି ୩୦ ଜିଲ୍ଲାରୁ ୩୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪ ମୃତ – ଜାଣନ୍ତୁ ଆପଣଙ୍କ...

ଆଜି ୩୦ ଜିଲ୍ଲାରୁ ୩୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ –

220

ଭୁବନେଶ୍ୱର ୩୦-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୩୪୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। – ମୋଟ ଆକ୍ରାନ୍ତ ୨୧୯୧୧୯ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୦୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତକାଲି ସୁସ୍ଥ ହୋଇଥିଲେ ୩୮୯୬ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୨୫୦୯୯୯। ମୋଟ ସୁସ୍ଥ ହେଲେଣି ୧୮୧୪୮୧ ଜଣ। ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୩୬୭୪୩ ଜଣ।
ଆଜି କରୋନା ନେଲା ୧୪ ମୁଣ୍ଡ – ମୋଟ ମୃତ୍ୟୁ ୮୪୨ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ

ବାଲେଶ୍ୱର ଜିଲ୍ଲାରୁ ମୋଟ ୨୮ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]

ଭଦ୍ରକ ଜିଲ୍ଲାରୁ ମୋଟ ୧୩ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]

କଟକ ଜିଲ୍ଲାରୁ ମୋଟ ୭୦ ମୃତ୍ୟୁ ହୋଇଥିବା ବେଳେ  [ଆଜି ଜଣେ]

ଗଞ୍ଜାମ ଜିଲ୍ଲାରୁ ମୋଟ ୨୨୦ମୃତ୍ୟୁ ହୋଇଥିବା ବେଳେ  [ଆଜି ଜଣେ]

କଳାହାଣ୍ଡି ଜିଲ୍ଲାରୁ ମୋଟ ୯ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]

କନ୍ଧମାଳ ଜିଲ୍ଲାରୁ ମୋଟ ୨୩ ମୃତ୍ୟୁ ହୋଇଥିବା ବେଳେ  [ଆଜି ଜଣେ]

ଖୋର୍ଦ୍ଦା ଜିଲ୍ଲାରୁ ମୋଟ ୧୩୪ ମୃତ୍ୟୁ ହୋଇଥିବା ବେଳେ [ଆଜି ୩ ଜଣ]

ନୟାଗଡ଼ ଜିଲ୍ଲାରୁ ମୋଟ ୨୩ ମୃତ୍ୟୁ ହୋଇଥିବା ବେଳେ  [ଆଜି ୩ ଜଣ]

ପୁରୀ ଜିଲ୍ଲାରୁ ମୋଟ ୫୬ ମୃତ୍ୟୁ ହୋଇଥିବା ବେଳେ  [ଆଜି ୨ ଜଣ]

ମୃତକଙ୍କ ବିଷୟରେ
୧- ବାଲେଶ୍ୱର ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୨- ଭଦ୍ରକ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୩- ଭୁବନେଶ୍ୱରର ୬୦ ବର୍ଷ ବୟସ୍କ ପୁରୁଷ।

୪- ଭୁବନେଶ୍ୱରର ୫୬ ବର୍ଷ ବୟସ୍କା ମହିଳା।

୫- କଟକ ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୬- ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ।

୭- କଳାହାଣ୍ଡି ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୮- କନ୍ଧମାଳ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ।

୯- ଖୋର୍ଧା ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦- ନୟାଗଡ଼ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୧- ନୟାଗଡ଼ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୧୨- ନୟାଗଡ଼ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୩- ପୁରୀ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୪- ପୁରୀ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

ଆଜି ୩୦ ଜିଲ୍ଲାରୁ ୩୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୦୦
୨- ବାଲେଶ୍ୱର ଜିଲ୍ଲାରୁ – ୧୫୨
୩- ବରଗଡ଼ ଜିଲ୍ଲାରୁ – ୧୧୧
୪- ଭଦ୍ରକ ଜିଲ୍ଲାରୁ – ୯୫
୫- ବଲାଙ୍ଗୀର ଜିଲ୍ଲାରୁ – ୧୧୪
୬- ବୌଦ୍ଦ ଜିଲ୍ଲାରୁ – ୧୦
୭- କଟକ ଜିଲ୍ଲାରୁ – ୩୫୯
୮- ଦେବଗଡ଼ ଜିଲ୍ଲାରୁ – ୧୩
୯- ଢେଙ୍କାନାଳ ଜିଲ୍ଲାରୁ – ୪୭
୧୦- ଗଜପତି ଜିଲ୍ଲାରୁ – ୧୮
୧୧- ଗଞ୍ଜାମ ଜିଲ୍ଲାରୁ – ୫୪
୧୨- ଜଗତସିଂହପୁର ଜିଲ୍ଲାରୁ – ୭୮
୧୩- ଯାଜପୁର ଜିଲ୍ଲାରୁ – ୧୩୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୭୭
୧୫- କଳାହାଣ୍ଡି ଜିଲ୍ଲାରୁ – ୭୬
୧୬- କନ୍ଧମାଳ ଜିଲ୍ଲାରୁ – ୧୦୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୧
୧୮- କେନ୍ଦୁଝର ଜିଲ୍ଲାରୁ – ୯୭
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୬୦୧
୨୦- କୋରାପୁଟ ଜିଲ୍ଲାରୁ – ୫୨
୨୧- ମାଲକାନଗିରି : ୨୯
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୧
୨୩- ନବରଙ୍ଗପୁର ଜିଲ୍ଲାରେ: ୮୯
୨୪- ନୟାଗଡ଼ ଜିଲ୍ଲାରୁ – ୮୮
୨୫- ନୂଆପଡ଼ା ଜିଲ୍ଲାରୁ – ୮୭
୨୬- ପୁରୀ ଜିଲ୍ଲାରୁ – ୧୩୨
୨୭- ରାୟଗଡ଼ା ଜିଲ୍ଲାରୁ – ୨୯
୨୮- ସମ୍ବଲପୁର ଜିଲ୍ଲାରୁ – ୧୩୧
୨୯- ସୋନପୁର ଜିଲ୍ଲାରୁ – ୯୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୧
୩୧- State Pool: ୧୫୪

ଜିଲ୍ଲାୱାରୀ ତଥ୍ୟ –
ଅନୁଗୁଳ ଜିଲ୍ଲା ରେ ୪, ୨୨୧ [+୧୦୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୫୫ [+୧୦୦] ଜଣ ସକ୍ରୀୟ ଅଛନ୍ତି। ୨, ୬୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୭, ୫୯୮ [+୧୫୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୭୩ [+୧୫୧] ଜଣ ସକ୍ରୀୟ ଅଛନ୍ତି। ୬, ୧୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୬, ୩୮୪ [+୧୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୬୫ [+୧୧୧] ଜଣ ସକ୍ରୀୟ ଅଛନ୍ତି। ୫, ୨୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୫, ୨୪୧ [+୯୫] ଜଣ ସଂକ୍ରମିତ ହୋଇଥିବା ବେଳେ ୮୫୬ [+୯୪] ଜଣ ସକ୍ରୀୟ ଅଛନ୍ତି। ୪, ୩୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୪, ୩୦୮ [+୧୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୭୬୭ [+୧୧୪] ଜଣ ସକ୍ରୀୟ ଅଛନ୍ତି। ୩, ୫୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲା ରେ ୧, ୮୭୧ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୫ [+୧୦] ଜଣ ସକ୍ରୀୟ ଅଛନ୍ତି। ୧, ୪୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲା ରେ ୨୦, ୫୨୦ [+୩୫୯] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୧୧୬ [+୩୫୮] ଜଣ ସକ୍ରୀୟ ଅଛନ୍ତି। ୧୬, ୩୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲା ରେ ୬୩୯ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୩ [+୧୩] ଜଣ ସକ୍ରୀୟ ଅଛନ୍ତି। ୫୧୬ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ରେ ୩, ୭୩୬ [+୪୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩୩ [+୪୭] ଜଣ ସକ୍ରୀୟ ଅଛନ୍ତି। ୩, ୦୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲା ରେ ୩, ୫୫୫ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୨ [+୧୮] ଜଣ ସକ୍ରୀୟ ଅଛନ୍ତି। ୩, ୩୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୨୦, ୧୫୧ [+୫୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୭ [+୫୩] ଜଣ ସକ୍ରୀୟ ଅଛନ୍ତି। ୧୯, ୬୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୫, ୩୦୭ [+୭୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୭୩ [+୭୮] ଜଣ ସକ୍ରୀୟ ଅଛନ୍ତି। ୪, ୦୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୮, ୨୮୨ [+୧୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୫୮ [+୧୩୦] ଜଣ ସକ୍ରୀୟ ଅଛନ୍ତି। ୬, ୮୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ରେ ୪, ୪୬୪ [+୭୭] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୫ [+୭୭] ଜଣ ସକ୍ରୀୟ ଅଛନ୍ତି। ୩, ୫୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲା ରେ ୩, ୨୫୬ [+୭୬] ଜଣ ସଂକ୍ରମିତ ହୋଇଥିବା ବେଳେ ୭୧୬ [+୭୫] ଜଣ ସକ୍ରୀୟ ଅଛନ୍ତି। ୨, ୫୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲା ରେ ୪, ୪୮୯ [+୧୦୩] ଜଣ ସଂକ୍ରମିତ ହୋଇଥିବା ବେଳେ ୬୭୫ [+୧୦୨] ଜଣ ସକ୍ରୀୟ ଅଛନ୍ତି। ୩, ୭୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୫, ୦୩୪ [+୧୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୬୬ [+୧୦୧] ଜଣ ସକ୍ରୀୟ ଅଛନ୍ତି। ୩, ୮୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୪, ୨୫୧ [+୯୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୦୯ [+୯୭] ଜଣ ସକ୍ରୀୟ ଅଛନ୍ତି। ୩, ୫୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୩୭, ୫୬୦ [+୬୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬, ୪୯୨ [+୫୯୮] ଜଣ ସକ୍ରୀୟ ଅଛନ୍ତି। ୩୦, ୯୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୪ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ରେ ୬, ୧୪୯ [+୫୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨୧ [+୫୨] ଜଣ ସକ୍ରୀୟ ଅଛନ୍ତି। ୫, ୫୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୩, ୫୬୫ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮୦ [+୨୯] ଜଣ ସକ୍ରୀୟ ଅଛନ୍ତି। ୩, ୧୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲା ରେ ୮, ୦୫୭ [+୧୪୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୭୦ [+୧୪୧] ଜଣ ସକ୍ରୀୟ ଅଛନ୍ତି। ୬, ୬୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ରେ ୩, ୬୫୯ [+୮୯] ଜଣ ସଂକ୍ରମିତ ହୋଇଥିବା ବେଳେ ୮୧୩ [+୮୯] ଜଣ ସକ୍ରୀୟ ଅଛନ୍ତି। ୨, ୮୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ରେ ୪, ୭୯୨ [+୮୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୧ [+୮୫] ଜଣ ସକ୍ରୀୟ ଅଛନ୍ତି। ୪, ୧୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲା ରେ ୩, ୧୩୨ [+୮୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୧୮ [+୮୭] ଜଣ ସକ୍ରୀୟ ଅଛନ୍ତି। ୨, ୧୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲା ରେ ୧୦, ୦୧୪ [+୧୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୫୧ [+୧୩୦] ଜଣ ସକ୍ରୀୟ ଅଛନ୍ତି। ୮, ୩୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୬ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲା ରେ ୭, ୪୬୧ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩୦ [+୨୯] ଜଣ ସକ୍ରୀୟ ଅଛନ୍ତି। ୬, ୮୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲା ରେ ୫, ୯୮୨ [+୧୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୩୮ [+୧୩୧] ଜଣ ସକ୍ରୀୟ ଅଛନ୍ତି। ୪, ୮୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲା ରେ ୨, ୯୦୪ [+୯୪] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯୮ [+୯୪] ଜଣ ସକ୍ରୀୟ ଅଛନ୍ତି। ୨, ୩୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ରେ ୭, ୫୧୫ [+୮୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୨୮ [+୮୧] ଜଣ ସକ୍ରୀୟ ଅଛନ୍ତି। ୬, ୪୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

State Pool ରେ ୫, ୦୨୨ [+୧୫୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୨୧୯ [+୧୫୪] ଜଣ ସକ୍ରୀୟ ଅଛନ୍ତି। ୨, ୮୦୩ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.